Saturday, 18/May/2024 06:43
Mo Dhenkanal

Month : January 2022

ଢେଙ୍କାନାଳ ଖବର

ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ପାଳିତ ।

Mo Dhenkanal
ଢେଙ୍କାନାଳ ରଣପଶିସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗର ନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର...
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal
ମୋଢେଙ୍କାନାଳ : ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷାରେ ସହାୟତା ସହ ଅସମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଚିହ୍ନଟ ପାଇଁ ପଦ୍ମବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ନିଜ ବଜାର ଅଞ୍ଚଳରେ ସିସିଟିଭି ଲଗାଯାଇଛି ।...
ଢେଙ୍କାନାଳ ଖବର

ଗୁରୁଦେବଜୀ ଏକାଡେମୀ ପକ୍ଷରୁ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ ।

Mo Dhenkanal
ଢେଙ୍କାନାଳ ସହର ଭାଗିରଥି ସାଗରସ୍ଥିତ ଚିଲଡ୍ରେନ ପାର୍କ ପରିସରରେ ଢେଙ୍କାନାଳର ଗୁରୁଦେବଜୀ ଏକାଡେମୀ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ତଥା...
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ବାଣିଜ୍ୟରେ ପିଏଚଡି ହାସଲ କଲେ ଅଧ୍ୟାପିକା ସୌମ୍ୟା ନନ୍ଦ !

Mo Dhenkanal
ଅଧ୍ୟାପିକା ସୋମ୍ୟା ନନ୍ଦ ଙ୍କ ବାଣିଜ୍ୟ ରେ ପିଏଚ୍. ଡି ଲାଭ।ଢେଙ୍କାନାଳ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୋମ୍ୟା ନନ୍ଦ ଉତ୍କଳ ବିଶଵବିଦ୍ୟାଳୟରୁ ବାଣିଜ୍ୟରେ ଡକ୍ଟରେଟ ଇନ୍ ଫିଲୋଶୋଫି ବା ପିଏଚ୍....
ଢେଙ୍କାନାଳ ଖବର

ଶିବଶକ୍ତି ପୂଜକ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର !

Mo Dhenkanal
ଶିବଶକ୍ତି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର: ୭୦ ୟୁନିଟ୍ ରକ୍ତ ସଂଗୃହୀତତା୧୬/୦୧, ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ଚିତଳପୁର ଗ୍ରାମର ଅନନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶିବଶକ୍ତି ଯୁବକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ...
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ :  ବାଜିମାରିଲେ ଢେଙ୍କାନାଳ ଝିଅ ଜଗଜିତା ଦାଶ

Mo Dhenkanal
ମୋ ଢେଙ୍କାନାଳ ବ୍ୟୁରୋ: ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ରେ ସେକେଣ୍ଡ ରନର-ଅପ ହୋଇଛନ୍ତି ୨୬ ବର୍ଷୀୟା ଓଡ଼ିଆ ଝିଅ ଜଗଜିତା ଦାଶ। ମିସ କ୍ୟାଟେଗୋରୀରେ ଫାଇନାଲ ରାଉଣ୍ଡକୁ ପୁରା...
ଢେଙ୍କାନାଳ ଖବର

ବଜରଙ୍ଗ କ୍ଲବ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ।

Mo Dhenkanal
ମକର ସଂକ୍ରାନ୍ତି ଉପଲକ୍ଷେ ଶନିବାର ଦିନ ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏଥିରେ ସହରର ବିଭିନ୍ନ...
ଢେଙ୍କାନାଳ ଖବର

ରାଇଜିଙ୍ଗ୍ ଷ୍ଟାର କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୨୦୧ ୟୁନିଟ ରକ୍ତ ସଂଗ୍ରହ ।

Mo Dhenkanal
ସ୍ବେଚ୍ଛାସେବୀ ସଙ୍ଗଠନ ରାଇଜିଂ ଷ୍ଟାର କ୍ଲବ ଆନୁକୂଲ୍ୟରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି।  ଏହି ରକ୍ତଦାନ ଶିବିରରେ ୨୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉଭୟ...
ଢେଙ୍କାନାଳ ଖବର

ଢେଙ୍କାନାଳର ଗର୍ବ ନୃତ୍ୟଗୁରୁ ଗୌରୀ ଶଙ୍କର ଦାଶ !

Mo Dhenkanal
ଓଡ଼ିଶୀ ନୃତ୍ୟ ଶିଳ୍ପୀ, ନୃତ୍ୟଗୁରୁ ତଥା ଦେବଂଶୀ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯-୨୦...
ଢେଙ୍କାନାଳ ଖବର

ଗଁଦିଆ ବ୍ଲକରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ବିଧାୟକ !

Mo Dhenkanal
ଗଁଦିଆ ବ୍ଲକର କାଲୁରିଆ,ଜୋରନ୍ଦା, କରମୂଳ ଓ ବାଇସିଙ୍ଗା ଗ୍ରାମପଞ୍ଚାୟତ ଠାରେ ଧାନମଣ୍ଡିର ଶୁଭ ଉଦଘାଟନ ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ କରିଛନ୍ତି । ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ...