Thursday, 25/April/2024 04:27
Mo Dhenkanal
ଢେଙ୍କାନାଳ ଖବର

ଗୁରୁଦେବଜୀ ଏକାଡେମୀ ପକ୍ଷରୁ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ ।

ଢେଙ୍କାନାଳ ସହର ଭାଗିରଥି ସାଗରସ୍ଥିତ ଚିଲଡ୍ରେନ ପାର୍କ ପରିସରରେ ଢେଙ୍କାନାଳର ଗୁରୁଦେବଜୀ ଏକାଡେମୀ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳନ କରାଯାଇଛି । ପ୍ରଥମେ ପାର୍କ ପରିସରକୁ ଢେଙ୍କାନାଳ ପୌର କର୍ମଚାରୀ ଓ ଅନୁଷ୍ଠାନର ସଦସ୍ୟ ମାନେ ସଫାକରିବା ପରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜୟନ୍ତୀ ପାଳନ କରାଜାଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଏହି ଅବସରରେ ପୂର୍ବତନ ନୌସେନା କର୍ମଚାରୀ ଅମୀୟ ଚାନ୍ଦ, ଗୁରୁଦେବଜୀ ଏକାଡେମୀର ଅଧ୍ୟକ୍ଷ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ନେତାଜୀଙ୍କ ବିରତ୍ୱ ଓ ପରାକ୍ରମ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ ଶେଷରେ ତାଙ୍କର ଜୟ ଜୟ କାର କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରପାଳିକାର କର୍ମଚାରୀ, ସ୍ଥାନୀୟ ବାସିନ୍ଦା, ଏକାଡେମୀର ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

12 + eleven =