Sunday, 05/May/2024 02:05
Mo Dhenkanal
ଢେଙ୍କାନାଳ ଖବର

ବିଜେଡିରେ ଯୋଗଦେଲେ ଯୁବ ଉଦ୍ୟୋଗୀ ଡକ୍ଟର ଅବିନାଶ ସାମଲ, କାହିଁକି ସାମିଲ ହେଲେ ସକ୍ରିୟ ରାଜନୀତିରେ ଆସନ୍ତୁ ଜାଣିବା !

ଶଙ୍ଖ ଭବନରେ ମିଶ୍ରଣ ପର୍ବ ! ବିଜେଡିରେ ମିଶିଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଅବିନାଶ।

FB_IMG_1686103726896
Picsart_22-04-11_10-18-21-175

ସାଂସଦ ମାନସ ମଙ୍ଗରାଜ ଓ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ସେ ହୋଇଛନ୍ତି ସାମିଲ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅବିନାଶ।

IMG-20230205-WA0003
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଭୁବନେଶ୍ଵରରେ ରହିବା ସହ ନିଜର ଲଗଜୁରିୟସ ଗାଡ଼ି ସୋ ରୁମ କରି ବ୍ୟବସାୟ କରୁଛନ୍ତି । ଅବିନାସ ସାମଲ ବିଷିଷ୍ଠ ଶିଳ୍ପପତି ତଥା ବରିଷ୍ଠ ସମାଜସେବୀ ଗଙ୍ଗାଧର ସାମଲଙ୍କ ଏକ ମାତ୍ର ପୁତ୍ର ଅଟନ୍ତି ।

Picsart_22-04-11_10-18-21-175

ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲଙ୍କର ପୁତୁରା ( ବଡ଼ ଭାଇଙ୍କ ପୁଅ ) ସୁଧିର ସାମଲ ଜଣେ ବିଜେଡି ଦଳର ପ୍ରଭାବ ଶାଳୀ ରାଜନେତା । ବିଜେଡି ଦଳର ରାଜ୍ୟ ସଂପାଦକ ଏବଂ ବରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷଣ ଅଛନ୍ତି । ସୁଧିର ସାମଲ ପ୍ରଥମେ ସ୍ଵାଧୀନ ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ଯଦିଓ ନିର୍ବାଚନରେ ପରାଜୟ ହୋଇଥିଲେ କିନ୍ତୁ ଏକ ପରିଚୟ ସୃଷ୍ଟି କରିଥିଲେ ।

ପରେ କଂଗ୍ରେସ ଦଳରୁ ଟିକେକ ପାଇ ଢ଼େଙ୍କାନାଳ ବିଧାନ ସଭା ଆସନରୁ ବିଜୟ ଲାଭ କରିଥିଲେ ପରେ ବିଜେଡ଼ି ଦଳରେ ସାମିଲ ହୋଇ ଦ୍ଵିତୀୟ ଥର ବିଧାୟକ ଅଛନ୍ତି । ଡା.ଅବିନାସ ସାମଲ ରେଡ଼ିଓଲୋଜିଷ୍ଟ୍ ବିଭାଗର ଜଣେ ଡାକ୍ତର। ପୂର୍ବରୁ ସେ ରାଜ ନିତିରେ ସକ୍ରିୟ ନଥିଲେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହୁଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଦାଦାଙ୍କ ପ୍ରେରଣା ଯୋଗୁ ସେ ବିଜୁ ଜନତା ଦଳ ବିଜେଡି ଦଳରେ ଶଙ୍ଖ ଭବନରେ ଯାଇ ସାମିଲ ହୋଇଛନ୍ତି । ଆଗକୁ ରାଜନିତିରେ ସଂକ୍ରିୟ ରହି ଲୋକ ମାନଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଢେଙ୍କାନାଳ ଖଡଗପ୍ରସାଦର ଡକ୍ଟର ଅବିନାଶ ସାମଲ ସମାଜ ସେବାରେ ନିଜକୁ ବ୍ରତୀ କରିଛନ୍ତି। ସାଂସଦ ମାନସ ମଙ୍ଗରାଜ କହିଛନ୍ତି- ଅବିନାଶ ହେଉଛନ୍ତି ଢେଙ୍କାନାଳର ଜଣେ ପ୍ରସିଦ୍ଧ ଡାକ୍ତର ଓ ଉଦ୍ଯୋଗବିତ୍।

ମୁଖ୍ଯମନ୍ତ୍ରୀଙ୍କ ବିକାଶର ପର୍ବରେ ସେ ଅନୁପ୍ରାଣୀତ ହୋଇଛନ୍ତି। ତାଙ୍କର ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ। ଅବିନାଶ କହିଛନ୍ତି ଯେ ଗତ ୧୦ ବର୍ଷରେ ବିଜେଡିର ଯେଉଁ କାମ ରହିଛି, ସେଥିରେ ତାଙ୍କର କିଛି ଯୋଗଦାନ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଗ୍ଲୋବାଲ ସ୍ତରକୁ ନେଉଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେବା କରି ଚାଲିବି ବୋଲି କହିଛନ୍ତି ଅବିନାଶ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 × 2 =