Saturday, 18/May/2024 06:00
Mo Dhenkanal

Month : March 2023

ଢେଙ୍କାନାଳ ଖବର

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରୁ ଚନ୍ଦ୍ର ଓ ଶୁକ୍ରଙ୍କ ବିରଳ ଦୃଶ୍ୟ !

Mo Dhenkanal
ମହାକାଶରେ ବିରଳ ଦୃଶ୍ୟ । ପାଖାପାଖି ଦେଖାଗଲେ ଚନ୍ଦ୍ର ଓ ଶୁକ୍ର । ଗତକାଲି ସନ୍ଧ୍ୟାରେ ମହାକାଶରେ ଦେଖିବାକୁ ମିଳିଛି ଏମିତି ବିରଳ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ଓ ଶୁକ୍ର ଗୋଟିଏ ସରଳ...
ଢେଙ୍କାନାଳ ଖବର

ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତା !

Mo Dhenkanal
ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତାଢେଙ୍କାନାଳ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ଆନୁକୂଲ୍ୟରେ ଏବଂ ଭାରତ ସରକାର ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ସନ୍ଥପୁରସ୍ଥିତ ପ୍ରଶିକ୍ଷଣ...
ଢେଙ୍କାନାଳ ଖବର

ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

Mo Dhenkanal
ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଓଡିଶା ଦିବସ ପାଳନ ନିମନ୍ତେ ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ଢେଙ୍କାନାଳ ଖବର

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ।

Mo Dhenkanal
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମଡେଲ ରୋଡ, ପାର୍କ,...
ଢେଙ୍କାନାଳ ଖବର

ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି ।

Mo Dhenkanal
ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି । ଦିଲ୍ଲୀରେ ବିଧାୟକ ମାନେ...
ଢେଙ୍କାନାଳ ଖବର

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘକୁ ନିବେଦନ ନିତ୍ୟସାମଗ୍ରୀ ପରିବହନ ଗାଡିକୁ ନ ଅଟକାଇବାକୁ ପରାମର୍ଶ !

Mo Dhenkanal
ରାଜ୍ୟ ସରକାର ଓଡ଼ିଶା ଡ୍ରାଇଭର ସଂଘର ନ୍ୟାର୍ଯ୍ୟ ଦାବିଗୁଡିକୁ ସହୃଦୟତାର ସହିତ ବିଚାର କରୁଛନ୍ତି । ଏଣୁ, ଓଡିଶା ଡ୍ରାଇଭର ସଂଘ ପକ୍ଷରୁ ଆୟୋଜିତ ଧର୍ମଘଟରୁ ଢେଙ୍କାନାଳ ଜିଲ୍ଲାର ଡ୍ରାଇଭରମାନେ ନିବୃତ୍ତ ରହିବାକୁ ଜିଲ୍ଲାପାଳ...
ଢେଙ୍କାନାଳ ଖବର

କଙ୍କଡ଼ାହାଡ଼ରେ ହେବାକୁ ଥିବା ସ୍ବାସ୍ଥ୍ୟ ଶିବିରର ପ୍ରସ୍ତୁତି ବୈଠକ ।

Mo Dhenkanal
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରରେ ଆସନ୍ତା ୧୯ ତାରିଖରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ଵାସ୍ଥ୍ୟ ଶିବିରରେ ମେଡିସିନ ବିଶେଷଜ୍ଞ, ଶିଶୁ...
ଢେଙ୍କାନାଳ ଖବର

ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ !

Mo Dhenkanal
ତା 14-03-2023 ରିଖ ରେ ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି, ଭା.ପ୍ର.ସେ ଅଧ୍ୟକ୍ଷତା...
ଢେଙ୍କାନାଳ ଖବର

ବାଇପାସରୁ ବସଷ୍ଟାଣ୍ଡ ରାସ୍ତାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

Mo Dhenkanal
ଢେଙ୍କାନାଳ, ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହେଉଥିବା ରାସ୍ତାର ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା...
ଢେଙ୍କାନାଳ ଖବର

ଢେଙ୍କାନାଳ ସିଭିଲ୍‌ କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ।

Mo Dhenkanal
ଜିଲ୍ଲାର ବିଭିନ୍ନ ଅଦାଲତରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ମାହାନ୍ତି ଙ୍କ ତତ୍ତ୍ଵାବଧାନରେ...