Saturday, 18/May/2024 04:48
Mo Dhenkanal

Month : July 2023

ଢେଙ୍କାନାଳ ଖବର

କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପିଏମ କିଷାନ ସମ୍ବିଳନୀ ।

Mo Dhenkanal
ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ହସ୍ତାନ୍ତରଣ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ, ମହିଷାପାଟ ପ୍ରାଙ୍ଗଣରେ 27.07.2023 ରିଖ ଦିନ ପିଏମ କିଷାନ ସମ୍ମାନ ସମ୍ମେଳନ ର ଆୟୋଜନ କରାଯାଇଥିଲା...
ଢେଙ୍କାନାଳ ଖବର

ଇନର ହୁଇଲ କ୍ଲବ କପିଳାସ ର ଅଧିଷ୍ଠାନ ଦିବସ ପାଳନ ।

Mo Dhenkanal
ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ର ବାର୍ଷିକ ଅଧିଷ୍ଠାନ ଦିବସ ସ୍ଥାନୀୟ ଲେଖକ ସଂସଦ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନୂତନ ବର୍ଷ ର ସଭାପତି ଭାବରେ ଶ୍ରୀମତୀ ଦୀପ୍ତିବାଲା...
ଢେଙ୍କାନାଳ ଖବର

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ସିବିଏସଇ ସ୍କୁୁଲରେ ଆଞ୍ଚଳିକ ଭାଷାରେ ହେବ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ।

Mo Dhenkanal
ନୂଆଦିଲ୍ଲୀ:କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ସ୍କୁଲରେ ପଢା ଯାଉଥିବା ଏନସିଇଆରଟି ପୁସ୍ତକ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି ସମସ୍ତ ପୁସ୍ତକକୁ ଭାରତର ୨୨ ଅଲଗା ଅଲଗା ଭାଷାରେ...
ଢେଙ୍କାନାଳ ଖବର

ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ୧୧୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

Mo Dhenkanal
ଏହି ଅବସରରେ ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉନ୍ନତି ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ...
ଢେଙ୍କାନାଳ ଖବର

ଶ୍ରୀମୂଳା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଏନକ୍ବାସ୍ ଓ କାୟାକଳ୍ପ ପୁରସ୍କାର ପ୍ରଦାନ

Mo Dhenkanal
ଢେଙ୍କାନାଳ ଜିଲ୍ଲାରେ ଏନକ୍ବାସ୍ ଓ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା...
ଢେଙ୍କାନାଳ ଖବର

ସଦର ବ୍ଲକର ମାର୍କେଟ କମ୍ପ୍ଲେକ୍ସ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ ।

Mo Dhenkanal
ସଦର ବ୍ଲକ ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ । ଏହି କାଫେକୁ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ...
ଢେଙ୍କାନାଳ ଖବର

ଢେଙ୍କାନାଳ ପୋୖରପାଳିକାର ସାଧାରଣ ବୈଠକ ଅନୁଷ୍ଠିତ ।

Mo Dhenkanal
ଢେଙ୍କାନାଳ ପୋୖରପାଳିକାର ସାଧାରଣ ବୈଠକ ଅନୁଷ୍ଠିତ । ଢେଙ୍କାନାଳ ପୌରାଞ୍ଚଳର ଉର୍ଣ୍ଣତି ନିମନ୍ତେ ଆଜି ପୌରପାଳିକାର ସଭା ଗୃହରେ ପୋୖରପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର...
ଢେଙ୍କାନାଳ ଖବର

ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ସମବୟସ୍କ ଶିକ୍ଷ୍ୟଣୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜିତ ।

Mo Dhenkanal
ରିସ୍ତା ପ୍ରକଳ୍ପ ମାଧ୍ୟମରେ ବର୍ଷ 2022-23ରେ ପାଖାପାଖି 750 କିଶୋର-କିଶୋରୀଙ୍କ ପାଖରେ ପହଞ୍ଚିପାରିଛି ନରେନ୍ଦ୍ରପୁର, ଜୁଲାଇ 17, 2023: ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜନାଲ୍ ଇନିସିଏଟିଭ୍ ଫର୍ ସେଫ ସେକ୍ସୁଆଲ ହେଲ୍ଥ  ବାଏ...
ଢେଙ୍କାନାଳ ଖବର

ଟାଟା ଷ୍ଟିଲ୍‌ର ଠକାମି ବିରୋଧରେ ଶ୍ରମିକମାନେ କଂପାନୀ ଗେଟ୍ ଆଗରେ ଦେଲେ ଧାରଣା । ୭ ବର୍ଷ ପୂର୍ବର ବକେୟା ନ ଦେବା ଯାଏଁ ଆନ୍ଦୋଳନ ଜିଦରେ ଶ୍ରମିକ ।

Mo Dhenkanal
କଣ୍ଟାବଣିଆ (୧୮/୭) – ଆଜି ସକାଳ ୧୦ ଟାରୁ ଟ୍ରେଡ୍‌ ୟୁନିଅନ୍ ନେତା ଇଂଜିନିୟର୍ ଦେବାଶିଷ ହୋତାଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ କଣ୍ଟାବଣିଆ ଥାନା ପାଖରୁ ଏକ ବିରାଟ ପଟୁଆରରେ ବାହାରି ଟାଟା ଷ୍ଟିଲ୍‌...
ଢେଙ୍କାନାଳ ଖବର

ଜିଲ୍ଲାସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧୀ ସଚେତନତା କର୍ମଶାଳା ଅନୁଷ୍ଠିତ

Mo Dhenkanal
ଢେଙ୍କାନାଳ:୧୪/ ୦୭-ଆଜି ଅପରାହ୍ନରେ ଢେଙ୍କାନାଳ ସଦର ବ୍ଲକ ସ୍ଥିତ ସଦେଇବରେଣୀ କଳାକୃତି ଗ୍ରାମର ସଭାଗୃହରେ ଜିଲ୍ଲାସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ସରୋଜ...