Saturday, 18/May/2024 02:30
Mo Dhenkanal

Month : July 2021

ସ୍ପେସିଆଲ ରିପୋର୍ଟ

ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପାଇବେ ପଦୋନ୍ନତି

Mo Dhenkanal
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍ସ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି...
ସ୍ପେସିଆଲ ରିପୋର୍ଟ

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ଫଳାଫଳ, ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ

Mo Dhenkanal
ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍। http://cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲ୍ଲବ୍ଧ ହୋଇଥିବା ନେଇ ସୂଚନା ମିଳିଛି। ୯୯.୩୭ ପ୍ରତିଶତ ପିଲା ପାସ୍‌ କରିଥିବା ନେଇ ଜଣାପଡ଼ିଛି। କୋଭିଡ୍‌-୧୯ ମହାମାରୀ...
ଢେଙ୍କାନାଳ ଖବର

ପାରିପାର୍ଶ୍ବିକ ଉନ୍ନୟନ ଓ ନିଯୁକ୍ତି ପ୍ରସଙ୍ଗ ରେ ତ୍ରିପାକ୍ଷିକ ଆଲୋଚନା

Mo Dhenkanal
ଢେଙ୍କାନାଳ ଜିଲ୍ଲାରେ ଗଢି ଉଠିଥିବା କାରଖାନା ଗୁଡିକରେ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ଲୋକ ମାନଙ୍କୁ ନିଯୁକ୍ତି ନମିଳିବା ଘଟଣାକୁ ନେଇ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ଏବଂ ବ୍ରାହ୍ମଣୀ ଟ୍ରକ ଓନର ଆସୋସେସନ...
ଢେଙ୍କାନାଳ ଖବର

ଭାରତ ସରକାର କର୍ତୃପକ୍ଷଙ୍କର ମଳଜଳ ପରିଚାଳନା ବିଶୋଧନାଗାର ପରିଦର୍ଶନ !

Mo Dhenkanal
ଢେଙ୍କାନାଳ  : ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତ ସରକାରଙ୍କ ଏକ ପ୍ରତିନିଧି  ମଣ୍ଡଳ ଢେଙ୍କାନାଳ ପୌରାଞ୍ଚଳରେ ଅବସ୍ଥିତ ଜଳମଳ ବିଶୋଧନାଗାର ପରିଦର୍ଶନ କରିଥିଲେ ।   ମଳଜଳର ସୁପରିଚାଳନା ପାଇଁ ପ୍ରତିଷ୍ଠା କରାଯାଇଥିବା...
ଢେଙ୍କାନାଳ ଖବର

ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ମୁକ୍ତିର ଅମୃତ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Mo Dhenkanal
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଠାରୁ ଲାଉଲଇକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଦୁଇ ପାର୍ଶ୍ଵରେ ମୁକ୍ତିର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ...
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଓ.ପି.ଏସ ମହାବିଦ୍ୟାଳୟ ପରିସରରେ ଭରଚୁଆଲ ମୋଡରେ +୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତଂ

Mo Dhenkanal
ଓ.ପି.ଏସ ମହାବିଦ୍ୟାଳୟ ହିନ୍ଦୋଳରୋଡ ଢେଙ୍କାନାଳରେ ‘ରାଜନୀତିଵିଜ୍ଞାନ ‘ ବିଭାଗରେ ଭରଚୁଆଲ ମୋଡ ମଧ୍ୟରେ +୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ସୋମବାର ଦିନ ଓ.ପି.ଏସ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ମହାବିଦ୍ୟାଳୟର ଅଧକ୍ଷ...
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଯୁକ୍ତ୨ ସିଟ୍‌ ବୃଦ୍ଧି ଆବେଦନ ସମୟ ବଢ଼ିଲା

Mo Dhenkanal
ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇଁ ଆବେଦନ ସମୟ ୨ଦିନ ବୃଦ୍ଧି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସାମ୍ସ ପୋର୍ଟାଲ www.samsodisha.gov.inରେ ଏଥିପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଥିବାବେଳେ ୨୬ ତାରିଖ ଶେଷଦିନ...
ଢେଙ୍କାନାଳ ଖବର

ବି.ବି.ହାଇସ୍କୁଲର ୧୯୯୯ ବ୍ୟାଚ୍ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନକୁ ଦେଲେ ୧ ଲକ୍ଷ ୬୧ ହଜାର ଟଙ୍କା !

Mo Dhenkanal
ବି.ବି.ହାଇସ୍କୁଲ, ଢେଙ୍କାନାଳର ୧୯୯୯ ବ୍ୟାଚ ଛାତ୍ର ଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ୪ ଲକ୍ଷ ୮୩ ହଜାର ଟଙ୍କାର ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ଉଜ୍ଜ୍ବଳ ସମ୍ଭାବନାର ବିରଳ...
ସ୍ପେସିଆଲ ରିପୋର୍ଟ

ଜାତୀୟ ରାଜପଥ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଲେ ଢେଙ୍କାନାଳ ସାଂସଦ ମହେଶ ସାହୁ

Mo Dhenkanal
କେନ୍ଦ୍ରୀୟ ପରିବହନ ଓ ସଡକ ଉନ୍ନୟନ ମନ୍ତ୍ରୀ ନୀତିନ୍ ଗଡକରୀଙ୍କୁ ପାର୍ଲାମେଣ୍ଟ ଅଧିବେଶନ ସମୟରେ ସାକ୍ଷାତ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ।ସାକ୍ଷାତ ଆଲୋଚନା ବେଳେ ଶ୍ରୀସାହୁ ରାଜ୍ୟର ସଡକ ସୁବିଧା ଓ...
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ମୋ ସ୍କୁଲ ଅଭିଯାନରେ ସାମିଲ ହେଲା ବି. ବି. ହାଇ ସ୍କୁଲର ୨୦୦୨ ବ୍ୟାଚ, ଦାନ କଲେ ୭୨,୫୦୧ ଟଙ୍କା

Mo Dhenkanal
ସ୍ଥାନୀୟ ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୨୦୦୨ ବ୍ୟାଚ ଛାତ୍ର ଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ଦୁଇ ଲକ୍ଷ ସତର ହଜାର ପାଞ୍ଚ ଶହ ତିନି...