Saturday, 18/May/2024 03:25
Mo Dhenkanal

Month : May 2021

ଢେଙ୍କାନାଳ ଖବର

ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ।

Mo Dhenkanal
ଢେଙ୍କାନାଳ, ତା ୩୧.୦୫.୨୦୨୧- ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ସମସ୍ତ ଉପ ଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସା ଅଧୁକାରୀ, ବିଡିଓ,...
ସ୍ପେସିଆଲ ରିପୋର୍ଟ

ଜୁନ୍‌ ୧ରୁ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ କ୍ଲାସ୍ ।

Mo Dhenkanal
ରାଜ୍ୟ ସରକାରଙ୍କ ଦାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜୁନ୍‌ ୧ରୁ ଅନ୍‌ଲାଇନ କ୍ଲାସରେ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା...
ସ୍ପେସିଆଲ ରିପୋର୍ଟ

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Mo Dhenkanal
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ‘ୟାସ୍‌’ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆସିବେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟ ଗସ୍ତ କରିବେ। ସେ ପ୍ରଥମେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ...
ସ୍ପେସିଆଲ ରିପୋର୍ଟ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ସାହିତ୍ୟ ସଂସଦ ପକ୍ଷରୁ ନୂତନ ଶପଥ ଗ୍ରହଣ କାର୍ଯ୍ୟକ୍ରମ, ଡ଼ା. ଦେବୀପ୍ରସାଦ ମିଶ୍ର ହେଲେ ରାଜ୍ୟ ପର୍ଯ୍ୟବେକ୍ଷକ ।

Mo Dhenkanal
ଢେଙ୍କାନାଳ, କୋଭିଡ-୧୯ ନିୟମ ଅନୁପାଳନ କରି ଗୁଗଲ ମିଟ୍ ଜରିଆରେ ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ତଥା ପ୍ରତିଷ୍ଠାତା ବଳରାମ ତରାଇଙ୍କ ଆହ୍ବାନ କ୍ରମେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ...
ଢେଙ୍କାନାଳ ଖବର

ମହତ କାର୍ଯ୍ୟ ପାଇଁ ବିଡ଼ିଓ ଓ ସରପଞ୍ଚଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଲେ ରାଜ୍ୟର ସଭା ସାଂସଦ ଡ଼ଃ ଅମର ପଟ୍ଟନାୟକ।

Mo Dhenkanal
ଗତ କାଲି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ମହଲୁଣ୍ଡା ପଞ୍ଚାୟତର ନୂଆପଡ଼ା ଗ୍ରାମ ଅନାମୀ ସାହୁ ନାମକ ଅସହାୟ ମହିଳା କିଛି ଦିନ ହେଲା ଏକ ଅଜଣା ରୋଗରେ ପୀଡିତ ଥିଲେ,ଆଉ ତାହା କାଲି ଉପରବେଳା...
ଢେଙ୍କାନାଳ ଖବର

ଇନରହୁଇଲ କ୍ଲବ କପିଳାସ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

Mo Dhenkanal
ଇନରହୁଇଲ କ୍ଲବ କପିଳାସ ଢେଙ୍କାନାଳ ତରଫରୁ ଆଜି ଢେଙ୍କାନାଳ ମୁଖ୍ୟ ରେଳ ଷ୍ଟେସନ ପାଖେ ଥିବା ଶୀତିଳିଆ ବସ୍ତି ଅଞ୍ଚଳରେ ବାସ କରୁଥିବା ଦରିଦ୍ର, ଅସହାୟ ପରିବାରଙ୍କୁ ବିଭିନ୍ନ ନିତ୍ୟଆବଶ୍ୟକ ଖାଦ୍ୟ ସାମଗ୍ରୀ ଦିଆଯାଇଛି...
ଢେଙ୍କାନାଳ ଖବର

ଆଜି ରାତିରୁ ତାଣ୍ଡବ ରଚିବ ‘ୟସ୍’, ଢେଙ୍କାନାଳକୁ ୟୋଲୋ ୱାର୍ନିଙ୍ଗ

Mo Dhenkanal
 ଆସୁଛି ବାତ୍ୟା ୟସ୍‌ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର...
ଢେଙ୍କାନାଳ ଖବର

ମନେ ପଡନ୍ତି ପାହାଡି କନ୍ୟା କଳ୍ପନା

Mo Dhenkanal
୨୦୦୮ ମେ’ ୨୧ରେ ପ୍ରଥମ ଓଡ଼ିଆ ଭାବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ ଏବଂ ୨୦୧୯ ମେ’ ୨୩ରେ ଦ୍ବିତୀୟ ଥରଏଭେରେଷ୍ଟ ଆରୋହଣ ପରେ ଇହଲୀଳା ସମ୍ବରଣ ଗୋଟିଏ ଦିନ ବ୍ୟବଧାନରେ ଏହି...
ଢେଙ୍କାନାଳ ଖବର

ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

Mo Dhenkanal
ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ଉଚିତ ମୁକାବିଲା ନିମନ୍ତେ ଜିଲ୍ଲା ବନଖଣ୍ଡ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ବି ଡି ଓ, ତହସିଲଦାର, ଡି ପି ଓ,...
ଢେଙ୍କାନାଳ ଖବର

ଜିଲ୍ଲାର କୋଭିଡ ପରିଚାଳନା ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା

Mo Dhenkanal
ଜିଲ୍ଲାର କୋଭିଡ ପରିଚାଳନା ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ସମ୍ପର୍କରେ ସମସ୍ତ ଉପ ଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ବିଡିଓ,...