Sunday, 05/May/2024 12:07
Mo Dhenkanal
ଢେଙ୍କାନାଳ ଖବର

ଶିବଶକ୍ତି ୟୁଥ୍ କ୍ଲବ ପକ୍ଷରୁ ମା’ ସରସ୍ବତୀଙ୍କ ଆଜ୍ଞାଲଡୁ ୮୦୦୦୦ ଟଙ୍କାରେ ହାସଲ କଲେ ନଗରପାଳ ଜୟନ୍ତୀ ପାତ୍ର !

ଢେଙ୍କାନାଳ ସଦର ବ୍ଲକ ଚଷାପଡା ଗ୍ରାମର ଶିବଶକ୍ତି ୟୁଥ୍ କ୍ଲବ ପକ୍ଷରୁ ମା’ ସରସ୍ବତୀଙ୍କ ଆଜ୍ଞାଲଡୁ ହୋଇଛି ନିଲାମ । କବିନ୍ଦ୍ର ସାହୁଙ୍କ ତିନି ବର୍ଷର ରେକର୍ଡ଼ କାଟି ଚଳିତ ବର୍ଷ ଢେଙ୍କାନାଳର ପୌରଧ୍ୟକ୍ଷା ଜୟନ୍ତୀ ପାତ୍ର ୮୦,୦୦୦/- ମୂଲ୍ୟରେ ମା’ଙ୍କ ଆଜ୍ଞା ଲଡୁର ବିଜେତା ହୋଇଛନ୍ତି l

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଏବଂ କ୍ଲବର ସଭାପତି ଅଜିତ୍ ରାଉତ, ଉପସଭାତି ସଞ୍ଜୟ ସାହୁ, ସମ୍ପାଦକ ବିଦ୍ୟାଧର ସେଠୀ
ଓ କୋଷାଧ୍ୟକ୍ଷ ସର୍ବେଶ୍ୱର ସାହୁଙ୍କ ସହିତ ସମସ୍ତ ସଦସ୍ୟଙ୍କ ମିଳିତ ଆନୁକୂଳରେ ଆୟୋଜନ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସୁନାମଧନ୍ୟ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ତାଙ୍କ ଟିମଙ୍କ ଦ୍ଵାରା ସଙ୍ଗୀତ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

IMG-20230205-WA0003
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାମଚନ୍ଦ୍ର ପାତ୍ର, ଅଂଚଳର ବିଶିଷ୍ଟବ୍ୟକ୍ତି ଏବଂ ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ l

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

20 − ten =