ପ୍ଲାଜ୍ମା ଥେରାପି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ବୈଠକ ।।
ଢେଙ୍କାନାଳ, ପ୍ଲାଜ୍ମା ସଂଗ୍ରହ ପାଇଁ ଉଚ୍ଚ ସ୍ତରୀୟ ବୈଠକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେଲେ ଶକ୍ତି, ଶିଳ୍ପ ଓ ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ ତଥା ଜିଲ୍ଲା ପ୍ଲାନିଙ୍ଗ୍ କମିଟି ଅଧ୍ୟକ୍ଷ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଖଣି...