Monday, 04/November/2024 11:58
Mo Dhenkanal
ଢେଙ୍କାନାଳ ଖବର

ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ପୂର୍ତ୍ତ ବିଭାଗ

ଢେଙ୍କାନାଳ – 22/10- ସମ୍ଭାବ୍ୟ ବାତ୍ୟା ଦାନା ର ମୁକାବିଲା ପାଇଁ ଜିଲ୍ଲା ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି l ବାତ୍ୟା ର ମୁକାବିଲା ପାଇଁ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ 59 ଟି ଜେସିବି, 58 ଟି ଟ୍ରାକ୍ଟର, 63 ଟି କଟର, 2540ଟି ବଲ୍ହା, 3390 ଟି ବାଲି ବସ୍ତା, 520 ଜଣ ଶ୍ରମିକ ଓ

FB_IMG_1686103726896
Picsart_22-04-11_10-18-21-175

11 ଜଣ ଫିଲଡ଼ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି l ଯେକୌଣସି ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିବାକୁ ଏହି ଟିମ ପ୍ରସ୍ତୁତ ରହିଛି l

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

୨୭ ରବିବାର ତଥା ଆସନ୍ତା କାଲି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଶୃଙ୍ଖଳା ରକ୍ଷା ଏବଂ ସମୟାନୁବର୍ତ୍ତୀତା ଉପରେ ଗୁରୁତ୍ବାରୋପ ।

Mo Dhenkanal

ସମ୍ଭାବ୍ୟ ବାତ୍ୟା “ଦାନା” ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଜିଲ୍ଲା ଅଗ୍ନିଶମ ବାହିନୀ ।

Mo Dhenkanal

ଢେଙ୍କାନାଳରେ ସମ୍ଭାବିତ ବାତ୍ୟା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନର ତତ୍ପରତା: ଜିରୋ କାଜୁଆଲିଟିକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ।

Mo Dhenkanal

Leave a Comment

11 + six =