ଢେଙ୍କାନାଳ, ପ୍ଲାଜ୍ମା ସଂଗ୍ରହ ପାଇଁ ଉଚ୍ଚ ସ୍ତରୀୟ ବୈଠକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେଲେ ଶକ୍ତି, ଶିଳ୍ପ ଓ ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ ତଥା ଜିଲ୍ଲା ପ୍ଲାନିଙ୍ଗ୍ କମିଟି ଅଧ୍ୟକ୍ଷ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,
ଖଣି ଓ ପୂର୍ତ୍ତି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ , ପରଜଙ୍ଗ ବିଧାୟକ ଡ଼. ନୃସିହ ଚରଣ ସାହୁ ଓ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ।।
ରିପୋର୍ଟ- ବିଜ୍ଞାନ ମହାନ୍ତି