Sunday, 05/May/2024 01:59
Mo Dhenkanal
ଖବର ଢେଙ୍କାନାଳ ଖବର

ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍ଘାଟନ କଲେ ନୂତନ ଆହାର କେନ୍ଦ୍ର ।

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୌର ପରିଷଦ ଦ୍ଵାରା ନୂତନ ଆହାର କେନ୍ଦ୍ରଙ୍କୁ ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ଦୈନିକ ଦିନ ଏବଂ ରାତି ରେ ଏହି କେନ୍ଦ୍ରରେ ୫୦୦ ଜଣ ଖାଦ୍ୟ ଖାଇବା ପାଇଁ ବ୍ୟବସ୍ଥା କରା ଯାଇଥିବା ବେଳେ ବେଳେ କେନ୍ଦ୍ରକୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠି ପରିଚାଳନା କରିବେ ବୋଲି ସୂଚନା ।

FB_IMG_1686103726896
Picsart_22-04-11_10-18-21-175

ଏହି ଅବସରରେ ଢେଙ୍କାନାଳ ପୈରସଂସ୍ଥା ତରଫରୁ ସହରରେ ଅଳିଆ ଆବର୍ଜ୍ଜନା ସଂଗ୍ରହ ପାଇଁ ବ୍ୟାଟେରୀ ପରିଚାଳିତ ଗାଡି ଉଦଘାଟନ କରାଯାଇଛି। ଏହି ଗାଡିର ଦାୟିତ୍ଵ ମଧ୍ୟ ମହିଳା ମାନଙ୍କୁ ପ୍ରଦାନ କରାଯାଇଛି। ପ୍ରତ୍ୟେକ ୱଡ ପାଇଁ ଗୋଟିଏ ଲେଖାଏଁ ଗାଡି ଦିଆଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଏହି କୋଭିଡ ମହାମାରୀ ସମୟରେ ପୈରସଂସ୍ଥା ତରଫରୁ ଏହି ଦୁଇ ଗୋଟି ଉନ୍ନତି ମୂଳକ ପଦକ୍ଷେପ ସହରବାସୀ ପ୍ରସଂଶା କରିଛନ୍ତି। ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

17 − 2 =