Saturday, 18/May/2024 09:35
Mo Dhenkanal
ଢେଙ୍କାନାଳ ଖବର

କରୋନା ଆଣିଛି ପରିବର୍ତ୍ତନ ବ୍ୟବସାୟ ଛାଡି ଚାଷ ପାଇଁ ମନ ବଳେଇଲେ ଉତ୍ତମ ମହାନ୍ତି

ଭାପୁର କୋଇଲିପଙ୍ଗି ଗ୍ରାମର ଯୁବ ବ୍ୟବସାୟୀ ଉତ୍ତମ ମହାନ୍ତି କରୋନାର ମାଡରେ ବ୍ୟବସାୟ ଛାଡି ଚାଷ କାର୍ଯ୍ୟରେ ମନ ବଳାଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଉତ୍ତମ ଯୁବ ପିଢ଼ି ମାନଙ୍କୁ ନିବେଦନ କରିଛନ୍ତି କି ଆମେ ନିଜେ ଚାହିଁଲେ ଓଡିଶାରୁ ବେକାରୀ ସମସ୍ୟା ଦୂର କରିପାରିବ । ତେବେ ଉତ୍ତମ ନିଜର ଅଳ୍ପ ଜମି ଏବଂ ଭାଗଜମିରେ ଚାଷ ଆରମ୍ଭ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ:- ବିଜ୍ଞାନ ମହାନ୍ତି, ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

ten + 7 =