Sunday, 06/October/2024 03:08
Mo Dhenkanal
ଢେଙ୍କାନାଳ ଖବର

କରୋନା ଆଣିଛି ପରିବର୍ତ୍ତନ ବ୍ୟବସାୟ ଛାଡି ଚାଷ ପାଇଁ ମନ ବଳେଇଲେ ଉତ୍ତମ ମହାନ୍ତି

ଭାପୁର କୋଇଲିପଙ୍ଗି ଗ୍ରାମର ଯୁବ ବ୍ୟବସାୟୀ ଉତ୍ତମ ମହାନ୍ତି କରୋନାର ମାଡରେ ବ୍ୟବସାୟ ଛାଡି ଚାଷ କାର୍ଯ୍ୟରେ ମନ ବଳାଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଉତ୍ତମ ଯୁବ ପିଢ଼ି ମାନଙ୍କୁ ନିବେଦନ କରିଛନ୍ତି କି ଆମେ ନିଜେ ଚାହିଁଲେ ଓଡିଶାରୁ ବେକାରୀ ସମସ୍ୟା ଦୂର କରିପାରିବ । ତେବେ ଉତ୍ତମ ନିଜର ଅଳ୍ପ ଜମି ଏବଂ ଭାଗଜମିରେ ଚାଷ ଆରମ୍ଭ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ:- ବିଜ୍ଞାନ ମହାନ୍ତି, ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

15 + seventeen =