Saturday, 18/May/2024 09:56
Mo Dhenkanal
ଢେଙ୍କାନାଳ ଖବର

ବଳଦିଆବନ୍ଧରେ ନୂତନ ପଞ୍ଚାୟତ ଗୃହ ଉଦଘାଟିତ

ବଳଦିଆବନ୍ଧରେ ନୂତନ ପଞ୍ଚାୟତ ଗୃହ ଉଦଘାଟିତ। ଯୋଗଦେଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ନୂତନ ଗୃହ କୁ ଉଦଘାଟନ କରିଥିବାବେଳେ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାଡେଶ୍ୱର ଦାସ, ସଦର ବ୍ଲକ ଅଧକ୍ଷା ପଦ୍ମିନୀ ନାଏକ, ବଳଦିଆବନ୍ଧ ସରପଞ୍ଚ ସୁଶାନ୍ତ କୁମାର ଜେନା, ସମାଜସେବୀ ଦିଲ୍ଲୀପ ପଟ୍ଟନାୟକ, ସରୋଜ କୁମାର ଭଞ୍ଜ, ସପ୍ତଶଯ୍ୟା ସରପଞ୍ଚ ଜଶେଷ ସାହୁ, ଚନ୍ଦ୍ର ଶେଖର ପ୍ରସାଦ ସରପଞ୍ଚ ଆଲୋକ ରଶ୍ମି ପରିଡା ଓ ବହୁ ପଞ୍ଚାୟତ ବାସୀ ଯୋଗଦେଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ପରେ ବଳଦିଆବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନୂତନ ଶୌଚାଳୟ ଉଦଘାଟନ କରାଯାଇଛି। ଡା ସୁଶାନ୍ତ ପୃଷ୍ଟି , ନିରଞ୍ଜନ ରାଉତ, ସ୍ଥାନୀୟ ସରପଞ୍ଚ ଓ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Picsart_22-04-11_10-18-21-175

ରିପୋର୍ଟ ବିଜ୍ଞାନ ମହାନ୍ତି

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

sixteen + 13 =