Thursday, 19/September/2024 06:04
Mo Dhenkanal
ଢେଙ୍କାନାଳ ଖବର

ପାଚିକାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ।

ଢେଙ୍କାନାଳ, 31/7: ସଦର ବ୍ଲକ ଅନ୍ତର୍ଗତ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ପାଚିକା ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ସାବିତ୍ରୀ ପୃଷ୍ଟି ଙ୍କୁ ଶିକ୍ଷକଶିକ୍ଷୟିତ୍ରୀ ତରଫରୁ ସୋମବାର ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଅଛି।

FB_IMG_1686103726896
Picsart_22-04-11_10-18-21-175

ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ଆୟୋଜିତ ସଭା ରେ ବିଦ୍ୟାଳୟ ର ପରିଚାଳନା ସମିତି ର ଅଧ୍ୟକ୍ଷ ତଥା ସଭ୍ୟମାନେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଯଥା ଅଭୟ କୁମାର ଦେହୁରୀ,

IMG-20230205-WA0003
Picsart_22-04-11_10-18-21-175

ଅଶୋକ କୁମାର ରାଉତ , ଗଙ୍ଗାଧର ଦେହୁରୀ, ରାଜଲକ୍ଷ୍ମୀ ପାଲ, ଝୁନୁବାଳା ବେହେରା, ଲିଜା ବେହେରା , ଯାଜ୍ଞସେନି ମହାପାତ୍ର, ମୌସୁମୀ ମିଶ୍ର, ସୁରେଶ ଚନ୍ଦ୍ର ନାୟକ, ସ୍ୱର୍ଣ୍ଣଲତା ସେଠି, ଗଣେଶ୍ୱର ବେହେରା ଆଦି ସମସ୍ତ ଶିକ୍ଷକ ତାଙ୍କର ୨୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସେବା ମନୋବୃତି ଧରି କାର୍ଯ୍ୟ କରିବାର ଗୁଣ କୁ ସମସ୍ତେ ପ୍ରଶଂସା କରିଥିଲେ ଓ ଆଗାମୀ ଜୀବନ ତାଙ୍କର ନିରୋଗମୟ ହେଉ ତଥା ଦୀର୍ଘାୟୁ କାମନା କରିଥିଲେ।

Picsart_22-04-11_10-18-21-175

ଏହି ଅବସରରେ ରେ ତାଙ୍କୁ କିଛି ଉପହାର ପ୍ରଦାନ କରା ଯାଇଥିଲା। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ର ଫାଟକ ପର୍ଯ୍ୟନ୍ତ ବିଦ୍ୟାୟ ଦେବା ପାଇଁ ଉପସ୍ଥିତ ରହି ଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

five × 4 =