ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିବେକାନନ୍ଦ ।
ଆଜିର ଶିଶୁ କାଲି ର ଭବିଷ୍ୟତ l ଛୋଟ ଛୋଟ ପିଲାଙ୍କ ପାଠ ପଢିବାର ମନୋବଳ ବଢେଇବା ପାଇଁ ଏହା ବିବେକାନନ୍ଦ ମହାପାତ୍ରଙ୍କର ଛୋଟ ପ୍ରୟାସ l ସଚେତନତା ଆଉ ଆତ୍ମସନ୍ତୋଷ ଉଦେଶ୍ୟରେ ଏକ ପାଠ୍ୟ ପୁସ୍ତକ ସେଟ ପ୍ରଦାନ କରିଛନ୍ତି, ସ୍ମୁତିକୁ ସାଇତି ରଖିବା ପାଇଁ ଏହା ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ।
ରିପୋର୍ଟ – ବିଜ୍ଞାନ ମହାନ୍ତି, ଢେଙ୍କାନାଳ