Monday, 07/October/2024 10:56
Mo Dhenkanal
ସ୍ପେସିଆଲ ରିପୋର୍ଟ

ଟ୍ରେନ ଟିକେଟ୍ ବୁକ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ !

ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ବର୍ତ୍ତମାନ ସୁଦ୍ଧା ଆପଣ IRCTC ଆକାଉଣ୍ଟରୁ ମାସରେ ୬ ଟିକେଟ୍ ବୁକ୍ କରିପାରିବେ, ଅଧିକ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ଲିଙ୍କ କରିବାକୁ ପଡିଥାଏ । କିନ୍ତୁ ଏବେ ଟିକେଟ ବୁକିଂର ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଗୋଟିଏ ଟିକେଟ୍ ପାଇଁ ବି ଆପଣଙ୍କୁ ଆଧାର ଡିଟେଲ୍ସ ଦେବାକୁ ପଡିବ ।

FB_IMG_1686103726896
Picsart_22-04-11_10-18-21-175

ଏଣିକି ରେଳବାଇର ଅନଲାଇନ୍ ଟିକେଟ୍ ବୁକି କରିବାକୁ ଚାହୁଁଥିଲେ, ଆପଣଙ୍କୁ IRCTC ଆପରେ ପ୍ୟାନ୍, ଆଧାର ବା ପାସପୋର୍ଟର ସୂଚନା ଦେବାକୁ ପଡିବ । ତେବେ ରେଳୱେ ଟିକେଟ୍ ଦଲାଲିଙ୍କୁ ଟିକେଟ୍ ବୁକିଂର ସିଷ୍ଟମରୁ ବାହାର କରିବାକୁ ଆଇଆରସିଟିସି ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ।

IMG-20230205-WA0003
Picsart_22-04-11_10-18-21-175

IRCTCର ଏକ ନୂଆ ସିଷ୍ଟମ ଉପରେ ଶୀଘ୍ର କାମ କରୁଛି, ଯେଉଁଥିରେ ଆପଣଙ୍କୁ ଆଧାର ଓ ପ୍ୟାନ ସହ ଲିଙ୍କ କରିବାକୁ ପଡିବ । ଆଇଆରସିଟିସିର ୱେବସାଇଟ୍ ବା ଆପ ଜରିଆରେ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ଲଗଇନ୍ କଲେ ଆଧାର, ବ୍ୟାନ୍ ବା ପାସପୋର୍ଟ ନମ୍ବର ଦେବାକୁ ପଡିବ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

7 + eighteen =