Monday, 22/April/2024 01:41
Mo Dhenkanal
ସ୍ପେସିଆଲ ରିପୋର୍ଟ

ବିଜେଡିର ନୂଆ ରାଜ୍ୟ ସମ୍ପାଦକଙ୍କ ନାମ ଘୋଷଣା

ବିଜେଡିର ନୂଆ ରାଜ୍ୟ ସମ୍ପାଦକଙ୍କ ନାମ ଘୋଷଣା ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ପୁଅ ହର୍ଷବର୍ଦ୍ଧନ ସିଂଦେଓ ଙ୍କୁ ଆଞ୍ଚଳିକ ବିକାଶର ଦାଇତ୍ୱ ଦେଇଥିବା ବେଳେ ତପନ କୁମାର ଦାସଙ୍କୁ ପରିବେଶର ଦାଇତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ।

IMG-20230205-WA0003
Picsart_22-04-11_10-18-21-175

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ୪୫ ନେତାଙ୍କୁ ସମ୍ପାଦକ ଭାବରେ ନିଯୁକ୍ତି କରିଛନ୍ତି। ଆମ ଢେଙ୍କାନାଳ ଜିଲ୍ଲା ପାଇଁ ହର୍ଷବର୍ଦ୍ଧନ ସିଂଦେଓଙ୍କୁ ସମ୍ପାଦକ (ଆଞ୍ଚଳିକ ବିକାଶ ) ଘୋଷଣା କରିଛନ୍ତି ।

Picsart_22-04-11_10-18-21-175

ସେହିପରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ତାଲିକାର ରାଜ୍ୟ କମିଟି ତାଲିକାରେ ସମ୍ପାଦକ ( ପରିବେଶ )ଭାବରେ ତପନ କୁମାର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଛନ୍ତି।

ନୂତନ ନିଯୁକ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଦେବା ସହିତ ଦୁହେଁ କହିଛନ୍ତି ପୂର୍ବରୁ ଯେମିତି କାମ କରୁଥିଲେ ସେହି କ୍ରମରେ ଦଳ ପାଇଁ ଅଧିକ ଗଠନ ମୂଳକ କାମ କରିବେ ।

ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

9 + twenty =