Thursday, 25/April/2024 05:25
Mo Dhenkanal
ସ୍ପେସିଆଲ ରିପୋର୍ଟ

ଲିଭିଗଲା ଦୀପାଙ୍କ ଜୀବନ ଦୀପ ! ସବୁଦିନ ପାଇଁ ଆଖି ବୁଜିଦେଲେ ଓଡ଼ିଶାର ଚୁଲବୁଲି ଆଲବମ୍ କୁଇନ୍ ଦୀପା ସାହୁ ।।

ଲିଭିଗଲା ଦୀପାଙ୍କ ଜୀବନ ଦୀପ ! ସବୁଦିନ ପାଇଁ ଆଖି ବୁଜିଦେଲେ ଓଡ଼ିଶାର ଚୁଲବୁଲି ଆଲବମ୍ କୁଇନ୍ ଦୀପା ସାହୁ ।।

FB_IMG_1686103726896
Picsart_22-04-11_10-18-21-175

ଚିକିତ୍ସାଧିନ ଅବସ୍ଥାରେ ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି। ସେ କର୍କଟ  ରୋଗରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଦୀପା ଆଖି ବୁଜି ଦେଇଛନ୍ତି। ଆଲବମ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁ ଫିଲ୍ମ ଏବଂ ଓଡ଼ିଆ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ତାଙ୍କ ଅଭିନିତ ବହୁ ସୁପରହିଟ୍ ଓଡ଼ିଆ ଆଲବମ୍‌କୁ ଦର୍ଶକ ବର୍ତ୍ତମାନ ବି ମନେ ରଖିଛନ୍ତି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ଆଲବମ୍‌ ଜଗତରେ ଚହଳ ପକାଇଥିବା ଦୀପା ସାହୁ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜି ଦେଇଛନ୍ତି। ହିଟ୍ ଆଲବମରେ ଅଭିନୟ କରିଥିଲେ ଦୀପା । ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ ଭଳି ହିଟ୍ ଆଲବମରେ ଅଭିନୟ କରି ମନ ଜିଣିଥିଲେ ଦୀପା ।

Picsart_22-04-11_10-18-21-175

ରିପୋର୍ଟ – ବିଜ୍ଞାନ ମହାନ୍ତି

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

3 + 8 =