Thursday, 25/April/2024 09:11
Mo Dhenkanal
ସ୍ପେସିଆଲ ରିପୋର୍ଟ

ପୁଣି ଚମକିଲେ ଢେଙ୍କାନାଳ ଝିଅ ଲିପ୍ସାରାଣୀ ସାହୁ

FB_IMG_1686103726896
Picsart_22-04-11_10-18-21-175

ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଏକକ ପିଜି ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ପରୀକ୍ଷାରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ତଥା ଆମ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ଗ୍ରାମପଞ୍ଚାୟତର ସିଙ୍ଗା ଗ୍ରାମର ବିଜୟ କୁମାର ସାହୁ ଓ କବିତା ସାହୁଙ୍କ ଝିଅ ଲିପ୍ସାରାଣୀ ସାହୁ ୭୦ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ସମସ୍ତ ଶିକ୍ଷକ ଓ ପିତା ମାତାଙ୍କୁ ଦେଇଛନ୍ତି ଓ ଭବିଷ୍ୟତରେ ଢେଙ୍କାନାଳକୁ ସାରା ଦେଶରେ ଗୌରବାନିତ କରିବା ପାଇଁ ଲକ୍ଷ ରଖିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ମୋ ଢେଙ୍କାନାଳ ପରିବାର ତରଫରୁ ତାଙ୍କର ଉଜ୍ଜଳମୟ ଭବିଷ୍ୟତ କାମନା କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

eight + one =