Thursday, 25/April/2024 03:56
Mo Dhenkanal
ସ୍ପେସିଆଲ ରିପୋର୍ଟ

ଚୀନରେ ଢେଙ୍କାନାଳ ଝିଅ ପାଳିଲେ ଗଣେଶ ପୂଜା

ଚୀନରେ ଢେଙ୍କାନାଳ ଝିଅ ପାଳିଲେ ଗଣେଶ ପୂଜା ।

FB_IMG_1686103726896
Picsart_22-04-11_10-18-21-175

ଚୀନ ଦେଶରେ ଶ୍ରୀ ଗଣେଶ ପୂଜା ପାଳିଲେ ଢେଙ୍କାନାଳ ଝିଅ ରୂପାଲି ସିଂ, ପ୍ରାକ୍ତନ ଛାତ୍ରୀ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ।

IMG-20230205-WA0003
Picsart_22-04-11_10-18-21-175

ଆମ ଦେଶ ଠାରୁ ଦୂରରେ ରହିଲେ ମଧ୍ୟ ଭୁଲିନାହାନ୍ତି ରୀତିନୀତି ସେ ପ୍ରତିଟି ପର୍ବ ପର୍ବାଣୀ ପାଳୁଥିବା ବେଳେ ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରିଛନ୍ତି । ସେ ତାଙ୍କ ସପରିବାରେ ତାଙ୍କ ଝିଅ ଦ୍ରିଷ୍ଠି ଦର୍ଶନୀ ପଟ୍ଟନାୟକ ଓ ସ୍ଵାମୀ ଦେବାଶିଷ୍ ପଟ୍ଟନାୟକଙ୍କ ସହ ସାଂଘାଇ ସ୍ଥିତ ବାସଭବନରେ ପାଳିଲେ ଗଣେଶ ପୂଜା ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

5 + 10 =