Monday, 22/April/2024 01:52
Mo Dhenkanal
ସ୍ପେସିଆଲ ରିପୋର୍ଟ

ପୁଣି ବଢ଼ିଲା ଲକଡାଉନ୍, ଜୁନ ୧ ଯାଏଁ ।

କୋଭିଡ୍ ସଂକ୍ରମଣ ଓଡିଶାରେ ବଢ଼ୁଥିବାରୁ ରାଜ୍ୟରେ ଲକଡାଉନ୍ ଅବଧି କୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ସଂକମ୍ରଣକୁ ଦୃଷ୍ଟି ରେ ରଖି ଜୁନ୍ ୧ ଯାଏଁ ଲକଡାଉନ୍ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ୍ ସଚିବ ସୁଚନା ଦେଇଛନ୍ତି । ଏଥିସହିତ କଟକଣାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ପୂର୍ବରୁ ବଜାର ଏବଂ ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ ଯାଏ ଖୋଲା କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ କମାଇ ୧୧ ଟା ପର୍ଯ୍ୟନ୍ତ କରି ଦିଆଯାଇଛି । ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଆହୁରି ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ ପରଠାରୁ କେବଳ ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ କରାଯିବ । ବାହାଘର,ବ୍ରତ ଏବଂ ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୁର୍ଣ୍ଣ ବନ୍ଦ ରହିବ । ଘରକୁ ଡାକି ଅତିଥି ମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ । ତା ବଦଳରେ ଅତିଥିମାନଙ୍କୁ ପ୍ୟାକେଟ୍ କରି ଖାଦ୍ୟ ଦିଆଯାଇ ପାରିବ ବୋଲି କୁହାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ, ଢେଙ୍କାନାଳ ।

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

three + ten =