Monday, 07/October/2024 10:22
Mo Dhenkanal
ସ୍ପେସିଆଲ ରିପୋର୍ଟ

ସି.ଡି.ଏମ୍.ଓ. ସୁଜାତା ରାଣୀ ମିଶ୍ରଙ୍କ ଦେଉଳ ସାହି ବାସଗୃହରେ ଫୁଟିଲା ୧୩ ବ୍ରହ୍ମ କମଳ

କଥାରେ ଅଛି ଯଦି ଭଗବାନ ବ୍ରହ୍ମାଙ୍କ ଦର୍ଶନ ହୋଇ ନାହିଁ ତେବେ ବ୍ରହ୍ମକମଳ ଦର୍ଶନ କରନ୍ତୁ । ଏହି ଦୁର୍ଲଭ ପୁଷ୍ପ ବ୍ରହ୍ମକମଳର ଦର୍ଶନ ମାତ୍ରେ ମଣିଷର ସମସ୍ତ ମନୋକାମାନ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କୁହାଯାଏ ଏହ ଦୁର୍ଲଭ ପୁଷ୍ପ ବ୍ରହ୍ମକମଳରେ ବାସ କରନ୍ତି ସ୍ବୟଂ ବ୍ରହ୍ମା । ତେଣୁ ଏହି ପୁଷ୍ପର ରହିଛି ସ୍ବତନ୍ତ୍ର ପରିଚୟ ।

FB_IMG_1686103726896
Picsart_22-04-11_10-18-21-175

ସାଧାରଣତଃ ଏହି ଫୁଲ କୌଣସି ବାଡ଼ି ବଗିଚାରେ ଦେଖିବାକୁ ମିଳି ନଥାଏ । ତେବେ ଗୋଟେ କି ୨ଟା ନୁହଁ ଏକାଥରକେ ୧୩ ଟି ବ୍ରହ୍ମକମଳ ଫୁଲ ଜଣଙ୍କ ଘରେ ଫୁଟିଥିବା ଦେଖିବାକୁ ମିଳିଛି ।

IMG-20230205-WA0003
Picsart_22-04-11_10-18-21-175

ସି.ଡି.ଏମ୍.ଓ. ସୁଜାତା ରାଣୀ ମିଶ୍ରଙ୍କ ଦେଉଳ ସାହି ବାସଗୃହରେ ଆଜି ସନ୍ଧ୍ୟାରେ ଫୁଟିଲା ୧୩ ଟି ବିରଳ ବ୍ରହ୍ମ କମଳ, ଏହି ଫୁଲ ଢେଙ୍କାନାଳ ଆରାଧ୍ୟ ଦେବତା ବଳରାମଙ୍କ ମନ୍ଦିରରେ ଲାଗି ହେଲା । ତେବେ ଏହି ଦୁର୍ଲଭ ଫୁଲ ବ୍ରହ୍ମକମଳର ବିଶେଷତ୍ୱ ହେଉଛି ଏହା ରାତିରେ ଫୁଚିଥାଏ ଆଉ ସକାଳ ହେଉ ହେଉ ଝାଉଁଳି ଯାଇଥାଏ । ବ୍ରହ୍ମକମଳ ଫୁଲ ଗଛର ପତ୍ରରୁ ହିଁ ଫୁଟିଥାଏ ଯାହା ପାଇଁ ଅନ୍ୟସମସ୍ତ ଫୁଲ ଠାରୁ ଏହା ସ୍ବତନ୍ତ୍ର ।

Picsart_22-04-11_10-18-21-175

ରିପୋର୍ଟ- ସନ୍ଦୀପ ଷଡ଼ଙ୍ଗୀ ଓ ବିଜ୍ଞାନ ମହାନ୍ତି

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

17 − 11 =