Saturday, 18/May/2024 09:35
Mo Dhenkanal
ସ୍ପେସିଆଲ ରିପୋର୍ଟ

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଦ୍ୟାର୍ଥୀ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେଙ୍କାନାଳର +୨ ବିଜ୍ଞାନ ଛାତ୍ରଛାତ୍ରୀ ମାନେ ୨୦୨୨ ମସିହାର ବାର୍ଷିକ ପରିକ୍ଷାରେ ବଡ ଧରଣର ସଫଳତା ଲାଭ କରିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ପ୍ରକାଶ ଥାଉକି ଚଳିତ +୨ ବିଜ୍ଞାନ ଶ୍ରେଣୀରେ ୧୮୬ ଜଣ ଛାତ୍ରଛାତ୍ରୀ ଢେଙ୍କାନାଳ ସ୍ଵୟଂଶାସିତ ସରକାରୀ ବିଦ୍ୟାଳୟରେ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ର ଛାତ୍ରୀ ୯୦%/A1 ଗ୍ରେଡ ଲାଭ କରିଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏରିନା ମହାପାତ୍ର- ୫୭୬, ପ୍ରଭଞ୍ଜନ ସାହୁ-୫୬୨, ଶୁଭଶ୍ମିତା ବାରିକ-୫୫୩, ଭାଗ୍ୟଶ୍ରୀ ସାହୁ-୫୪୬, ପିନୁ ବେହେରା-୫୪୨ ଓ ମାତୃ ପ୍ରସାଦ ସ୍ଵାଇଁ-୫୪୦ ନମ୍ବର ରଖି ବିଦ୍ୟାଳୟର ସୁନାମ ରଖିଛନ୍ତି ।

Picsart_22-04-11_10-18-21-175

ଏ ବର୍ଷ ପରିକ୍ଷାର୍ଥୀଙ୍କ ଭିତରେ ୮୦% ଉପରେ ୫୯ ଜଣ ରଖିଛନ୍ତି । ଅଭିବକ୍ତ ଢେଙ୍କାନାଳ ଜିଲ୍ଲାରେ ଯୁକ୍ତ ୨ ବିଜ୍ଞାନ ଶ୍ରେଣୀରେ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଏରିନା ମହାପାତ୍ର ସର୍ବୋଚ୍ଚ ନମ୍ବର ରଖି ଢେଙ୍କାନାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି ।

ଏଥିପାଇଁ ଅନୁଷ୍ଠାନର ମୁଖ୍ୟ ପଦବିରେ ଅଧିଷ୍ଠିତ ଚେୟାର ମ୍ୟାନ ଓ ଅଧକ୍ଷ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର ସାହୁ, ଭାଇସ୍ ଚେୟାରମ୍ୟାନ ଧମେନ୍ଦ୍ର ପ୍ରସାଦ ସିଂ। ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର, ଉପାଧକ୍ଷ ଶ୍ରୀଯୁକ୍ତ ଶ୍ରୀବତ୍ସ ବେହେରା ଏବଂ ଅଧ୍ୟାପକଅଧ୍ୟାପିକା କର୍ମଚାରି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ତଥା ଅଭିଭାବକଙ୍କୁ ସାଧୁବାଦ ଜଣାଇଛନ୍ତି ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

ବାଣିଜ୍ୟରେ ପିଏଚଡି ହାସଲ କଲେ ଅଧ୍ୟାପିକା ସୌମ୍ୟା ନନ୍ଦ !

Mo Dhenkanal

Leave a Comment

three + 2 =