Sunday, 05/May/2024 10:14
Mo Dhenkanal
ଖବର

କରୋନା ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ ।

କରୋନା ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ ।

FB_IMG_1686103726896
Picsart_22-04-11_10-18-21-175

ଇଣ୍ଡିଆନ୍ ହ୍ୟୁମାନ ରାଇଟସ୍ ଆୱାରନେସ୍ ଆସୋସିଏସନ୍ ଢେଙ୍କାନାଳ ପକ୍ଷରୁ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେଲୱେ ଷ୍ଟେସନ ପାଖ ସଞ୍ଜୟ କଲୋନୀ(ଲେପର୍ଶି ବସ୍ତି) ଠାରେ କରୋନା ମହାମାରୀ ସମ୍ପର୍କିତ କିଛି ତଥ୍ୟ ପ୍ରଦାନ କରିବା ସହିତ ନୋଜ୍ ମାସ୍କ୍ ଓ ସାବୁନ୍ ଏବଂ କିଛି ଶୁଖିଲା ଖାଦ୍ୟ(ଚୁଡ଼ା,କଦଳୀ, ବିସ୍କୁଟ) ଆଦି ପ୍ରଦାନ କରାଯାଇଥିଲା।

IMG-20230205-WA0003
Picsart_22-04-11_10-18-21-175

ଏହି ଅବସରରେ ଜିତେଶ କୁମାର ଦାଶ (ଜିଲ୍ଲା ସଭାପତି), ଶୁଭେନ୍ଦୁ ମିଶ୍ର(ଜିଲ୍ଲା ଉପ ସଭାପତି) ସୌମ୍ୟଶ୍ରୀ ମିଶ୍ର (ସମନ୍ୱୟକରୀ) ସୁବୋଧ କୁମାର(ସମନ୍ୱୟକାରୀ)
ବିଶ୍ବରଂଜନ ପାଳ ଓ ଚିତ୍ତରଞ୍ଜନ ମିଶ୍ର (ଜିଲ୍ଲା ସଦସ୍ୟ) ଆଦି ଯୋଗ ଦେଇଥିଲେ।
ଜୟ ଜଗନ୍ନାଥ ଜୟ ପର୍ଶୁରାମ ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାଇତ୍ୱ ନେଲେ ସୀତାଶୁଂ ଶେଖର ଦାଶ

Mo Dhenkanal

ବଜରଙ୍ଗ କ୍ଲବ୍ ପକ୍ଷରୁ ନିଶୁଳ୍କ ଅକ୍ସିଜେନ୍ ସେବା ନିମନ୍ତେ କର୍ମଶାଳା

Mo Dhenkanal

ଢେଙ୍କାନାଳରୁ ୪ ଜଣ ଦାନ କଲେ ପ୍ଲାଜମା

Mo Dhenkanal

Leave a Comment

14 + 20 =