Sunday, 05/May/2024 08:46
Mo Dhenkanal
ଖବର

କରୋନା ତାଡନାରେ କ୍ୟାଟେରିଙ୍ଗ୍ ସର୍ଭିସର କର୍ମୀ ହରାଇଲେ ଜୀବିକା

କରୋନା ତାଡନାରେ କ୍ୟାଟେରିଙ୍ଗ୍ ସର୍ଭିସର କର୍ମୀ ହରାଇଲେ ଜୀବିକା, ହଜାର ହଜାର ଲୋକଙ୍କୁ ବେରୋଜଗାର କଲା କରୋନା ।

FB_IMG_1686103726896
Picsart_22-04-11_10-18-21-175

ଛଦେଶ ଭାପୁର ଅଂଚଳର ୫୦୦୦ ଯୁବକ କ୍ୟାଟରିଙ୍ଗ୍ ସର୍ଭିସେସକୁ ମୁଖ୍ୟ ରୋଜଗାର ମାଧ୍ୟମ ଭାବେ ଗ୍ରହଣ କରି ଚଳନ୍ତି, କରୋନା ମହାମାରୀ ଯୋଗୁଁ ବେରୋଜଗାର ହୋଇ ବହୁ ଦୟନୀୟ ଓ ଆର୍ଥିକ ଅନଟନ ର ସମ୍ମୁଖୀନ ହୋଇଛନ୍ତି, ଆଜି ସେମାନଙ୍କ ପ୍ରମୁଖ ପରିଚାଳକ ମଣ୍ଡଳୀ ଙ୍କ ଏକ ବୈଠକ ଭାପୁର ନିକଟସ୍ଥ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି, ଆଗାମୀ ୭ଦିନ ମଧ୍ୟରେ ଛଦେଶ କ୍ୟାଟରିଂ ସର୍ଭିସେସ ଆସୋସିଏସନ ର ଏକ ପୂର୍ଣ୍ଣାଙ୍ଗ କମିଟି ପ୍ରସ୍ତୁତ କରି ଏହାକୁ ପଂଜିକୃତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ଉକ୍ତ ବୈଠକ ରେ ସ୍ଥାନୀୟ ବିଜେଡି ଯୁବନେତା ତଥା ସମାଜସେବୀ ଇଂ ଶୁଭ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେମାନଙ୍କ ବହୁବିଧ ସମସ୍ୟା ବିଷୟରେ ଆଲୋଚନା କରିଥିଲେ,

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ମାନ୍ୟବର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଓ ତାଙ୍କ ପ୍ରତିନିଧି ଶ୍ରୀ ନରୋତ୍ତମ ସାହୁ ଙ୍କ ଅବଗତି ଓ ପରାମର୍ଶ କ୍ରମେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ପ୍ରଦାନ କଲେ ଆଗାମୀ ମଙ୍ଗଳ ବାର ଏହାର ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିରୀକୃତ ହେବ, ଶ୍ରୀକାନ୍ତ ମହାରଣା, ପ୍ରଦୀପ ଦାଶ,ଶରତ ପଟନାୟକ, କୈଳାସ ସାହୁ, ଅଭୟ ମହାରଣା, ମହେନ୍ଦ୍ର ପଣ୍ଡା, ଭଗବାନ ବେହେରା, ଶରତ ପଣ୍ଡା, ପହଲି ଖଟୁଆ, ସୂର୍ଯ୍ୟ ଶୁକ୍ଳ, ରମେଶ ଦାଶ ଆଦି କର୍ମକର୍ତା ଯୋଗ ଦେଇଥିଲେ ।

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାଇତ୍ୱ ନେଲେ ସୀତାଶୁଂ ଶେଖର ଦାଶ

Mo Dhenkanal

ବଜରଙ୍ଗ କ୍ଲବ୍ ପକ୍ଷରୁ ନିଶୁଳ୍କ ଅକ୍ସିଜେନ୍ ସେବା ନିମନ୍ତେ କର୍ମଶାଳା

Mo Dhenkanal

ଢେଙ୍କାନାଳରୁ ୪ ଜଣ ଦାନ କଲେ ପ୍ଲାଜମା

Mo Dhenkanal

Leave a Comment

18 + 19 =