Sunday, 02/June/2024 06:51
Mo Dhenkanal
ଢେଙ୍କାନାଳ ଖବର

ପ୍ରସିଦ୍ଧ ରାମଚଣ୍ଡୀ ପୀଠ ଠାରେ ଜଳ ଯୋଗାଣ ପ୍ରକଳ୍ପ ଓ ଉତ୍ସବ ମଣ୍ଡପ ଉଦଘାଟିତ

ଢ଼େଙ୍କାନାଳ  : ଓଡାପଡା ବ୍ଳକ ଅନ୍ତର୍ଗତ ନାଧରା ଗ୍ରାମ ନିକଟରେ ଅବସ୍ଥତ ପ୍ରସିଦ୍ଧ ମା’ ସିଦ୍ଧ ରାମଚଣ୍ଡି ପୀଠ ଠାରେ ପବିତ୍ର ଦୂର୍ଗା ଅଷ୍ଟମୀ ଅବସରରେ ଏକ ଜଳ ଯୋଗାଣ ପ୍ରକଳ୍ପ ଏବଂ ଉତ୍ସବ ମଣ୍ଡପର ଉଦଘାଟନ ସାଂସଦ ମହେଶ ସାହୁଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସଦର ବିଧାୟକ ସୁଧୀର ସାମଲ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଜିଲ୍ଲାପାଳ ସରୋଜ କୁମାର ସେଠୀ,ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ବିଡିଓ ଦାଶରଥୀ ଜେନା ଏବଂ ବ୍ଳକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଯୋଗ ଦେଇଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଜଳ ଯୋଗାଣ ପ୍ରକଳ୍ପଟି ଜିଲ୍ଲା ଦେବୋତର ବିଭାଗର ୧୪,୩୩, ୪୩୯ ଟଙ୍କା ଅନୁଦାନରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ଏବଂ ଉତ୍ସବ ମଣ୍ଡପଟି ଜନସାଧାରଣଙ୍କ ସହଯୋଗରେ ରାମଚଣ୍ଡୀ ସେବା ପରିଷଦ ଦ୍ୱାରା ନିର୍ମାଣ କରାଯାଇଥିଲା ।
   ଏହି ଉଦଘାଟନ ଉତ୍ସବକୁ ରାମଚଣ୍ଡୀ ସେବା ପରିଷଦର କାର୍ଯ୍ୟକର୍ତା ହେମନ୍ତ୍ ପାଣିଗ୍ରାହୀ, ପ୍ରଦୀପ ସାମଲ, ପ୍ରସନ୍ନ ସାହୁ, ଗତିକୃଷ୍ଣ ପୃଷ୍ଟି ଓ ହେମନ୍ତ ସାମଲ ପ୍ରମୁଖଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା

IMG-20230205-WA0003

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

Leave a Comment

three × five =