Tuesday, 23/April/2024 04:20
Mo Dhenkanal
ଢେଙ୍କାନାଳ ଖବର

‛ଆମ ଗାଁ ହାଟ’ରେ କୋଭିଡ୍ କିଓସ୍କ ଭଦ୍‌ଘାଟିତ

‛ଆମ ଗାଁ ହାଟ’ରେ କୋଭିଡ୍ କିଓସ୍କ ଭଦ୍‌ଘାଟିତ ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ନିକଟ ‘ଆମ ଗାଁ ହାଟ’ରେ କରୋନା ସଂକ୍ରମଣର ସାମଗ୍ରୀ ବିକ୍ରି ପାଇଁ ସୋମବାର ଅପରାହ୍ନରେ କୋଭିଡ୍ କିଓସ୍କ ଭଦ୍‌ଘାଟିତ ହୋଇଯାଇଛି। ଏଠାରେ ଓଡ଼ାପଡା ବ୍ଲକର ବ୍ରାହ୍ମଣୀ ଦେବୀ ଏସ୍ଏଚଜି ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ମାସ୍କ, ଗ୍ଲୋବ ଏବଂ ସାନିଟାଇଜର ବିକ୍ରି କରାଯିବ। ମିଶନ ଶକ୍ତି ଦ୍ଵାରା ପରିଚାଳିତ ଏହି କିଓସ୍କରେ ସମସ୍ତ ସାମଗ୍ରୀ ଉଚିତ ମୂଲ୍ୟରେ ଉପଲବ୍ଧ ହେବ, ଏହାର ସଦୁପଯୋଗ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ଆହ୍ବାନ ଦେଇଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଜନ ଥମ୍ବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

2 × 1 =