Thursday, 25/April/2024 04:30
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳର ଜିଲ୍ଲା ରେଡ଼କ୍ରସ ରାପୀଡ଼ ରେସ୍ପନସ ଗୃପ ପକ୍ଷରୁ ମାନସିକ ବିକାର ଗ୍ରସ୍ତଙ୍କ ପାଇଁ ସେବା କାର୍ଯ୍ୟ !

ପବିତ୍ର ଉତ୍କଳ ଦିବସ ଅବସରରେ କିଛି ସ୍ଵତନ୍ତ୍ର କରିବାର ଏ ଛୋଟ ପ୍ରୟାସ କରିଛି ଜିଲ୍ଲା ରେଡ଼କ୍ରସ ଟିମ ମାନସିକ ବିକାରଗ୍ରସ୍ତ ହୋଇ ଢେଙ୍କାନାଳ ସହରର ଗଳି କନ୍ଧି ଓ ରାସ୍ତାରେ ବୁଲୁଥିବା ବ୍ୟକ୍ତିଙ୍କୁ ଖୋଜି, ତାଙ୍କ ଚୁଟି, ଦାଢ଼ି ଓ ନଖ ସଫା କରିବା ସହିତ ତାଙ୍କୁ ପରିଷ୍କାରରେ ଗାଧୋଇ ନୂଆ ବସ୍ତ୍ର , ଚପଲ ଓ କିଛି ଖାଦ୍ୟ ପ୍ରଦାନ କରିଛନ୍ତି ସଦସ୍ୟ ଓ ସଦସ୍ୟା ମାନେ ।

FB_IMG_1686103726896
Picsart_22-04-11_10-18-21-175


ଢେଙ୍କାନାଳର ଜିଲ୍ଲା ରେଡ଼କ୍ରସ ରାପୀଡ଼ ରେସ୍ପନସ ଗୃପ ରସଦସ୍ୟ ମାନେ,
“” ଆମେ ସମସ୍ତେ ସମାନ ଓ ସମ୍ମାନ ର ସହ ବଞ୍ଚିବାର ଅଧିକାର ଅଛି l “” ବୋଲି ମତ ପ୍ରକାଶ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

18 − eighteen =