Monday, 07/October/2024 10:45
Mo Dhenkanal
ଢେଙ୍କାନାଳ ଖବର

ପ୍ରକାଶ ପାଇଲା ସିଭିଲ ସର୍ଭିସ ଫଳାଫଳ!

ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ୨୦୨୦ ମେନ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଟପ୍ପର ହୋଇଛନ୍ତି ଶୁଭମ୍‌ କୁମାର। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜାଗୃତି ଆସ୍ବସ୍ଥି ଅଛନ୍ତି। ଶୁଭମ୍‌ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବା ବେଳେ ଜାଗୃତି ମଧ୍ୟ ବି.ଟେକ ଛାତ୍ରୀ।

FB_IMG_1686103726896
Picsart_22-04-11_10-18-21-175

ତୃତୀୟରେ ଅଙ୍କିତା ଜୈନ ଥିବାବେଳେ ଚତୁର୍ଥ ସ୍ଥାନରେ ୟସ୍‌ ଜାଳୁକା ରହିଛନ୍ତି। ସେହିପରି ୭୬୧ ଜଣ ପରୀକ୍ଷାର୍ଥୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବା ବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରୀଛାତ୍ରୀ ଅଛନ୍ତି। ଏସ୍‌ସି ଓ ଏସ୍‌ଟି ବର୍ଗରୁ ଯଥାକ୍ରମେ ୧୨୨ ଓ ୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

5 × four =