Monday, 22/April/2024 02:03
Mo Dhenkanal
ଢେଙ୍କାନାଳ ଖବର

୧୪ ବର୍ଷରୁ କମ ହକି ମ୍ୟାଚ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଷ୍ଟାଡିୟମଠାରେ ପ୍ରଥମ ଓଡିଶା ନେଭାଲ ଟାଟା ୧୪ ବର୍ଷରୁ କମ ହକି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଗତ ୨୮ ତାରିଖରୁ ୧୪ଟି ଦଳକୁ ନେଇ ଆରମ୍ଭ ହୋଇଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟରେ ଗୁରୁଣ୍ଡିଆ ସୁନ୍ଦରଗଡ ଚମ୍ପିୟାନ ହୋଇଛି।

FB_IMG_1686103726896
Picsart_22-04-11_10-18-21-175

ଏବଂ ପ୍ରଥମ ରନ୍ସ ଭାବେ କରଡା ପାଳ ଦେବଗଡ ଓ ୨ୟ ରନ୍‌ସ ଭାବେ କାଡବାହାଳୀ ସୁନ୍ଦରଗଡ ବିଜୟୀ ହୋଇଥିଲେ।

IMG-20230205-WA0003
Picsart_22-04-11_10-18-21-175

ଏହି ପୁରସ୍କାର ଉତ୍ସବରେ ଆଜି ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଟାଟାନାଭାଲ ପୋଜେକ୍ଟ ଡାଇରେକ୍ଟର ଏବଂ ଜିଲ୍ଲାପାଳ ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

11 − 10 =