Tuesday, 23/April/2024 04:58
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳର ଦୁଇ ସମାଜସେବୀ ସନ୍ଦୀପ ଓ ଦେବିଦତ୍ତ ରାଜ୍ଯ ସମାଜସେବୀ ମହାସଂଘକୁ ମନୋନୀତ ।

ଢେଙ୍କାନାଳ ଜିଲ୍ଲା ରେ ଥିବା ସାମାଜିକ ସଂଗଠନ ପକ୍ଷରୁ ସମାଜସେବୀ ରାଜ୍ଯ ମହାସଂଘକୁ ଦୁଇଜଣ ମନୋନୀତ ହୋଇଛନ୍ତି | ସୁଚନା ଅନୁସାରେ ରାଜ୍ଯ ସମାଜସେବୀ ମହାସଂଘର ମହାସଚିବ ପଣ୍ଡିତ ଶ୍ରିପତି ଆଚାର୍ଯ,

FB_IMG_1686103726896
Picsart_22-04-11_10-18-21-175

ସଭାପତି ନରୋତ୍ତମ ଦାସ ଓ ସମ୍ପାଦକ ନାରାୟଣ ସାହୁଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଢେଙ୍କାନାଳ ଜିଲ୍ଲାରୁ ଦକ୍ଷ ଓ ଯୁବ ସଂଗଠକ ମାନଙ୍କୁ ଅଗ୍ରାଧିକାର ଦିଆଯାଇ ମନୋନୀତ କରିଛନ୍ତି |

IMG-20230205-WA0003
Picsart_22-04-11_10-18-21-175

ବଜରଙ୍ଗ କ୍ଲବ ର ସଭ୍ଯ ସନ୍ଦୀପ ଷଡଙ୍ଗୀ ଓ ପିପୁଲ ଫର ସ୍ମାଇଲ ପକ୍ଷରୁ ଦେବୀଦତ୍ତ ମହାପାତ୍ର ଙ୍କୁ ରାଜ୍ଯ ମହାସଂଘ କୁ ମନୋନୀତ କରିଛନ୍ତି | ସନ୍ଦୀପ ଷଡଙ୍ଗୀ ଙ୍କୁ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଂଯୋଜକ ଭାବେ ଓ ଦେବୀଦତ୍ତ ମହାପାତ୍ର ଙ୍କୁ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଛି |

Picsart_22-04-11_10-18-21-175

ଜିଲ୍ଲା ରେ ଥିବା ସମସ୍ତ୍ ସ୍ଵେଚ୍ଛାସେବୀ ମାନଙ୍କୁ ସଙ୍ଗଠିତ କରି ରାଜ୍ଯ ମହାସଂଘ ସହିତ ଜଡିତ ରହି ଗୁରୁଦାୟିତ୍ବ ତୁଲାଇବା ପାଇଁ ପରାମର୍ଶ ଦିଆଯାଇଛି | ଖବର ପ୍ରଚାରିତ ହେବା ପରେ ଜିଲ୍ଲାରେ ଥିବା ସାମାଜିକ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିବା ସହ ଢେଙ୍କାନାଳ ର ଦୁଇ ସମାଜସେବୀ ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି |

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

seven + 7 =