Monday, 22/April/2024 01:50
Mo Dhenkanal
ଢେଙ୍କାନାଳ ଖବର

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଇନରହ୍ବିଲ କ୍ଲବ କପିଳାସ ଢେଙ୍କାନାଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ସହରର ବୋରାପଦା ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣ ରେ ଇନରହ୍ବିଲ କ୍ଲବ କପିଳାସ ଢେଙ୍କାନାଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।

IMG-20230205-WA0003
Picsart_22-04-11_10-18-21-175

କ୍ଲବ ଅଧକ୍ଷା ଦୀପ୍ତିବାଳl ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ କ୍ଲବ ଏଡ଼ିଟର ଶ୍ରୀମତୀ ପୁଷ୍ପଲତା ମିଶ୍ର, ଆଇଏ ସୋ ପ୍ରିୟତମା ମିଶ୍ର , ପ୍ରଭାମୟୀ ପାଢ଼ୀ, ସ୍ବପ୍ନ। ଆଚାର୍ଯ୍ୟ, ତିଳୋତ୍ତମା ଚୌଧାରୀ, ଆନନ୍ଦିତl ମିଶ୍ର, ତଥା ଅନ୍ୟ ସଭ୍ୟା ମାନେ ଯୋଗ ଦେଇ ବିଭିନ୍ନ ଉପାଦେୟ ବୃକ୍ଷ ରୋପଣ କରିଥିଲେ। କ୍ଲବ ତରଫରୁ ପିସ୍ତl ବାଦାମ, ଅଁଳା, ଜାମୁ, କୃଷ୍ଣଚୂଡ଼ା,ନିମ୍ବ,ଆଦି ବୃକ୍ଷ ରୋପଣ କରାଯାଇ ଥିଲା।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

1 × three =