Monday, 22/April/2024 02:26
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜାଭିୟର୍ସ ସ୍କୁଲକୁ ଜିଲ୍ଲାର ଶ୍ରେଷ୍ଠ ସ୍କୁଲ ସମ୍ମାନ ପ୍ରଦାନ ।

କନକ ନ୍ୟୁଜ ପକ୍ଷରୁ ଆୟୋଜିତ ଓଡ଼ିଶା ଶିକ୍ଷା ଭିତ୍ତିକ ଆଲୋଚନା “ଉତ୍କର୍ଷ” କାର୍ଯ୍ୟକ୍ରମରେ ଢେଙ୍କାନାଳ ଜାଭିୟର୍ସ ସ୍କୁଲକୁ ଜିଲ୍ଲାର ଶ୍ରେଷ୍ଠ ସ୍କୁଲ ସମ୍ମାନ ପ୍ରଦାନ ।

FB_IMG_1686103726896
Picsart_22-04-11_10-18-21-175

ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ପରିସରରେ କନକ ନ୍ୟୁଜ ପକ୍ଷରୁ ୪ର୍ଥ ଓଡ଼ିଶା ଶିକ୍ଷା ଭିତ୍ତିକ ଆଲୋଚନା ଚକ୍ର “ଉତ୍କର୍ଷ” ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଏହି ଆଲୋଚନା ଚକ୍ରରେ ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲକୁ ଜିଲ୍ଲାର ଶ୍ରେଷ୍ଠ ଇଂଲିଶ ମିଡିୟମ ସ୍କୁଲ ଭାବେ ଚୟନ କରାଯାଇ ସ୍କୁଲର ଅଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଉକ୍ତ ସମ୍ମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପ୍ରଦାନ କରିଥିଲେ । ଏହି ପ୍ରଶଂସା ମିଳିବା ପରେ ଛାତ୍ରଛାତ୍ରୀ ଖୁସି ଅନୁଭବ କରିବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

2 + 14 =