Saturday, 18/May/2024 08:03
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଜି.ଏମ୍.ଆର୍ ଭରଲକ୍ଷ୍ମୀ ଡି.ଏ.ଭି ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ ।

ଜି.ଏମ୍.ଆର୍ ଭରଲକ୍ଷ୍ମୀ ଡି.ଏ.ଭି ପବ୍ଲିକ ସ୍କୁଲରେ ସେପ୍ଟେମ୍ବର ୫ ତାରିଖରେ କୋଭିଡ ନିୟମ ଅନୁଯାୟୀ ଗୁରୁଦିବସ ପାଳିତ ହେଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟର ଅଧକ୍ଷା ଶ୍ରୀମତି ଅହଲ୍ୟା ବାଇ ସାହୁ ସଭାପତିତ୍ୱ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଶିକ୍ଷକ ଶିକ୍ଷିକା ମାନଙ୍କର କର୍ତ୍ତବ୍ୟ ଓ ଦାଇତ୍ୱ ବିଷୟରେ ଗୁରୁତ୍ୱ ଦେଇଥିଲେ। ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ମାନଙ୍କର କେନ୍ଦୀୟ ଭୂମିକା ରହିଛି, ସେଥିପାଇଁ ସେମାନଙ୍କ ଚରିତ୍ର ଗଠନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଭୂମିକା ନିମନ୍ତେ ଆଦର୍ଶ ଗୁଣବାନ ହେବାପାଇଁ ଶିକ୍ଷକ ଶିକ୍ଷିକାଙ୍କୁ ସେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ଛାତ୍ର ଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ଭାଷଣ,କବିତା ପାଠ ଇତ୍ୟାଦି କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

6 − 2 =