Sunday, 08/September/2024 09:20
Mo Dhenkanal
ଢେଙ୍କାନାଳ ଖବର

ସିନର୍ଜୀ ସିଭିଲ୍ ବିଭାଗର ବାର୍ଷିକ ଉତ୍ସବ ଆକାର ୨୦୨୨ ଅନୁଷ୍ଠିତ !

ଶାନ୍ତିର ସହର ଢେଙ୍କାନାଳ ସ୍ଥିତ ସିନର୍ଜୀ ବୈଷୟିକ ମହାବିଦ୍ୟାଳୟର ସିଭିଲ୍ ବିଭାଗର ବାର୍ଷିକ ଉତ୍ସବ ଆକାର ଅନୁଷ୍ଠିତ ହୋଇଯାଇଛି । ସିଏସଆଇଆର ଭୁବନେଶ୍ୱରର ଇନଷ୍ଟିଟ୍ୟୁଟ ଅଫ ମିନେରାଲସ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜିର ନିର୍ବାହୀ ଯନ୍ତ୍ରୀ ଡ଼ଃ ଦୀପ୍ତି ରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ତାଙ୍କ ଦ୍ୱାରା ପ୍ରସ୍ତୁତ

FB_IMG_1686103726896
Picsart_22-04-11_10-18-21-175

Investigation on Strength and Drying Shrinkage of cement mortar prepared for different types of cement and different grades of sand ଉପରେ ଏକ ଉପସ୍ଥାପନା କରିଥିଲେ । ଯାହାକି ସିଭିଲ୍ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଥିଲା । ଏବଂ ଏଥିରୁ ସେମାନେ ବହୁମୂଲ୍ୟ ଶିକ୍ଷା ଗ୍ରହଣ କରିପାରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ଇତିଶ୍ରୀ ମହାନ୍ତି, ନିର୍ଦ୍ଦେଶକ ଡ଼ଃ ପ୍ରଶାନ୍ତ କୁମାର ନାୟକ, ଡିପ୍ଲୋମା ବିଭାଗର ଅଧ୍ୟକ୍ଷ ସରୋଜ କୁମାର ନାୟକ ଏବଂ ବିଭାଗୀୟ ମୁଖ୍ୟ ପ୍ରଫେସର ରିତାଞ୍ଜଳି ନନ୍ଦ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବର ସଂଯୋଜକ ପ୍ରଫେସର ଶଶାଙ୍କ ଶେଖର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ମତପ୍ରକାଶ କରିଛନ୍ତି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

one + 6 =