Thursday, 25/April/2024 03:46
Mo Dhenkanal
ଢେଙ୍କାନାଳ ଖବର

ସୁଧୀର ସାମଲ ଫ୍ୟାନ କ୍ଲବ୍ ପକ୍ଷରୁ ସ୍ୱଚ୍ଛ ଭାପୁର ସୁନ୍ଦର ଭାପୁର କାର୍ଯ୍ୟକ୍ରମ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପୂର୍ବକ, ଆଜି ସୁଧୀର କୁମାର ସାମଲ ଫ୍ୟାନ କ୍ଲବ ତରଫରୁ ଇଂ ଶୁଭ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଭାପୁର ବଜ଼ାର ରେ ବିଭିନ୍ନ ସ୍ଥାନ ରେ ସ୍ୱଚ୍ଛ ଭାପୁର ସୁନ୍ଦର ଭାପୁର କାର୍ଯ୍ୟକ୍ରମ ଶୁଭାରମ୍ଭ ।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ଡଷ୍ଟବିନ ପ୍ରଦାନ କରାଯାଇଥିଲା ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ସରୋଜ ପଣ୍ଡା, ସୂର୍ଯ୍ୟ ପୃଷ୍ଟି, ଦୁଃଖବନ୍ଧୁ ଖଟୁଆ, ଦିପ୍ତୀରଂଜନ ସାହୁ, ନାନକ ଜୟନ୍ତ, ଗଣେଶ ସାହୁ, ମଇ ପଟନାୟକ, ପ୍ରସନ୍ନ ପଣ୍ଡା, ଶେଷ ଦଳେଇ, ବିକାଶ, କିରଣ ଦଳେଇ ଆଦି ସହଯୋଗ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

17 − five =