Thursday, 25/April/2024 04:28
Mo Dhenkanal
ଢେଙ୍କାନାଳ ଖବର

୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଢେଙ୍କାନାଳ ପୁଅର ସଫଳତା ।

ଚଳିତ ବର୍ଷ ୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଖୋ ଖୋ ଖେଳରେ ଓଡ଼ିଶା ବାଳକ ବିଭାଗ ରନର୍ସଅପ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି ଢେଙ୍କାନାଳ ଜିଲ୍ଲାର ଓଡ଼ାପଡା ବ୍ଳକ କାଣ୍ଡବିନ୍ଧା ଗ୍ରାମର ଅଧିବାସୀ ଚନ୍ଦନ କୁମାର ସାହୁ ।

FB_IMG_1686103726896
Picsart_22-04-11_10-18-21-175

ଆଜି ଢେଙ୍କାନାଳ ପହଞ୍ଚିବା ପରେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନ ଓ ପୋଲିସ ପ୍ରଶାସନ ଅଧିକାରୀ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଳ ସହ ମିଠାଖୁଆଇ ସମ୍ବର୍ଦ୍ଧିତ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, କୋଚ ରଞ୍ଜନ କୁମାର ସାହୁ, ସତ୍ୟ ରଞ୍ଜନ ସ୍ପୋର୍ଟ ଏକାଡେମୀର ସଭାପତି ସତ୍ୟବାନ ପାତ୍ର ଓ ସମସ୍ତ କ୍ରୀଡ଼ାବିତ ମାନେ ଅଭିନନ୍ଦନ ଜଣାଇବ ସହ ପ୍ରଶଂସା କରିଛନ୍ତି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

fourteen − 14 =