Thursday, 25/April/2024 10:13
Mo Dhenkanal
ଢେଙ୍କାନାଳ ଖବର

ରାଇଜିଙ୍ଗ ଷ୍ଟାର କ୍ଲବ ର ଗୋ ସେବା କାର୍ଯ୍ୟକ୍ରମ

ଢେଙ୍କାନାଳର ଯୁବ ଅନୁଷ୍ଠାନ ରାଇଜିଙ୍ଗ ଷ୍ଟାର କ୍ଲବ ପକ୍ଷରୁ ଗୋ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କାରଣରୁ ରୋଗାକ୍ରାନ୍ତ ଏବଂ ଖଣ୍ଡିଆ ଖାବରା ହୋଇ ବୁଲୁଥିବା ଷଣ୍ଢ ମାନଙ୍କୁ ଚିକିତ୍ସା କରାଯାଇଥିଲା।ଜିଲ୍ଲା ପଶୁ ଚିକିତ୍ସା ବିଭାଗର ସହଯୋଗରେ ଷଣ୍ଢ ମାନଙ୍କୁ ଚିକିତ୍ସା କରାଯାଇଥିଲା।

FB_IMG_1686103726896
Picsart_22-04-11_10-18-21-175

କ୍ଲବର ସଭାପତି ସନାତନ ରାଉଳ, ସମ୍ପାଦକ ଗୁରୁପଦ ବିଶ୍ୱାଳ, ଅଧ୍ୟକ୍ଷ ରଶ୍ମିରଞ୍ଜନ ପାଢୀ, ସଭ୍ୟ ଗୋଳକନାଥ ବିଶ୍ୱାଳ, ସୁଭାସିସ ସେଠୀ, ବିଶ୍ଵଜିତ ମହାରଣା ପ୍ରମୁଖ ସହଯୋଗ କରିଥିଲେ, ବୁଲା ଗାଈଗୋରୁ ଏବଂ ପଶୁଙ୍କ ସେବା ଆଗାମୀ ଦିନରେ ଜାରି ରଖିବା ପାଇଁ କ୍ଲବ ତରଫରୁ ଉଦ୍ୟମ ଜାରି ରହିବ ବୋଲି କ୍ଲବ ତରଫରୁ ଜଣାଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ ।।

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 × 5 =