Thursday, 25/April/2024 09:44
Mo Dhenkanal
ଢେଙ୍କାନାଳ ଖବର

ବରିଷ୍ଠ ନାଗରିକ ଗୃହ ଉଦ୍ଘାଟିତ

ବରିଷ୍ଠ ନାଗରିକ ଗୃହ ଉଦ୍ଘାଟିତ

FB_IMG_1686103726896
Picsart_22-04-11_10-18-21-175

ଗଁଦିଆ ଅଶ୍ୱଖୋଲ ଠାରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଦ୍ଵାରା ବରିଷ୍ଠ ନାଗରିକ ଗୃହ ଉଦ୍ଘାଟିତ ।

IMG-20230205-WA0003
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ଐରା ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ସୁରେଶ ଚନ୍ଦ୍ର ପଣ୍ଡା ଓ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।
ଏହି ଗୃହ ଦ୍ୱାରା ଅସହାୟ ବୃଦ୍ଧା ତଥା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସହାୟ ହେବ, ଏହି ଗୃହ ଐରା ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେବ ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ଗଁଦିଆ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

15 − fifteen =