Tuesday, 23/April/2024 04:04
Mo Dhenkanal
ଢେଙ୍କାନାଳ ଖବର

ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଛାତ୍ରୀ ମାନଙ୍କର ଆତ୍ମ କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ଓଡାପଡ଼ା ବ୍ଲକ ଅନ୍ତର୍ଗତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୂର୍ ରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର (୨୮/୦୩/୨୦୨୨) ଠାରୁ ଆରମ୍ଭ ହୋଇ ଯାଇଛି। ଏହା ୦୮ ଦିନ ଧରି ଚାଲିବ। ଶିବିର କୁ ବିଦ୍ୟାଳୟର ଉପ ଅଧକ୍ଷ ଶ୍ରୀଯୁକ୍ତ ସମରେନ୍ଦ୍ର ସିଂ ଉଦଘାଟନ କରି , ସାଂପ୍ରତିକ ସମୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ କେତେ ଗୁରୁତ୍ବ ପୂର୍ଣ୍ଣ ତାହା ଉପସ୍ଥାପନ କରିଥିଲେ।

FB_IMG_1686103726896
Picsart_22-04-11_10-18-21-175

ଏହି କୌଶଳ ସେମାନଙ୍କ ର ଅତ୍ମ ବିଶ୍ୱାସ କୁ ବଢ଼ାଇବା ପାଇଁ ସାହାଯ୍ୟ କରିବ ବୋଲି ସେ କହିଥିଲେ। ୮ ଦିନ ଧରି ଚାଲିବାକୁ ଥିବା ଏହି ଶିବିର ରେ ସମୁଦାୟ ୮୧ଜଣ ଛାତ୍ରୀ ଦୁଇଟି ଗ୍ରୁପ୍ ରେ ପ୍ରଶିକ୍ଷଣ ନେଉଛନ୍ତି। ଢେଙ୍କାନାଳ ସିନୀୟର୍ଜି ଇଞ୍ଜିନିୟରିଂ କଲେଜ ଛାତ୍ରୀ ଆକସିମା ପ୍ରିୟଦର୍ଶିନୀ ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ଛାତ୍ରୀ ମାନଙ୍କୁ ଦେଉଛନ୍ତି। ଏହି କାର୍ଯ୍ୟକ୍ରମ କୁ ସଂଯୋଜକ ଅଧ୍ୟାପକ ଦୁର୍ଗାମାଧବ ପାଣିଗ୍ରାହୀ, ଅଧ୍ୟାପକ ଆଶିଷ କୁମାର ପଣ୍ଡା ଏବଂ ସୁଶୀଲ କୁମାର ନାୟକ ପରିଚାଳନା କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

15 − 9 =