Sunday, 06/October/2024 03:36
Mo Dhenkanal
ଢେଙ୍କାନାଳ ଖବର

ରାଜ୍ୟରେ ନୂଆ ବର୍ଷ ଯାଏଁ ଖୋଲିବନି ସ୍କୁଲ

ରାଜ୍ୟରେ ନୂଆ ବର୍ଷ ଯାଏଁ ଖୋଲିବନି ସ୍କୁଲ।

FB_IMG_1686103726896
Picsart_22-04-11_10-18-21-175

ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି।

IMG-20230205-WA0003
Picsart_22-04-11_10-18-21-175

ସ୍କୁଲ୍ ବନ୍ଦ ସତ୍ତ୍ୱେ ସମସ୍ତ ପ୍ରକାର ପରୀକ୍ଷା, ମୂଲ୍ୟାୟନ ଜାରି ରହିବ। ଅନଲାଇନ୍/ଦୂରନ୍ତର ଶିକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍ ଶିକ୍ଷା/ ଟେଲିକାଉନସେଲିଂ ପାଇଁ ଶିକ୍ଷକ ସ୍କୁଲ ଆସିବ। ଶିକ୍ଷା/ସ୍ୱାସ୍ଥ୍ୟ ମନ୍ତ୍ରାଳୟର SOP ଅନୁସାରେ ଶିକ୍ଷକ/ଅଣଶିକ୍ଷକ ଆସିବେ ବୋଲି କୁହାଯାଇଛି।

Picsart_22-04-11_10-18-21-175

ଅନ୍‌ଲକ୍-୬ରେ ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯିବାର କିଛି ସମୟ ପରେ  ସେଥିରେ ସଂଶୋଧନ କରାଯାଇଥିଲା। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା।
ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି SRCଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଥିଲା। ପାଠପଢ଼ା ବନ୍ଦ ରହିଲେ ମଧ୍ୟ ବିଭିନ୍ନ ପରୀକ୍ଷା ହୋଇପାରିବ ଓ ଶିକ୍ଷାନୁଷ୍ଠାନର ଅନ୍ୟ ପ୍ରାଶାସନିକ କାର୍ଯ୍ୟ ମଧ୍ୟ ଚାଲି ପାରିବ। ସେହିପରି ଅନ୍‌ଲାଇନ୍‌ ଓ ଡିଷ୍ଟାନ୍ସ ପାଠପଢ଼ା ଜାରି ରହିବ ବୋଲି କୁହାଯାଇଥିଲା।

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × five =