Sunday, 05/May/2024 12:05
Mo Dhenkanal
ଢେଙ୍କାନାଳ ଖବର

ଆସେଟ କମ୍ପୁଟର ସେଣ୍ଟର ରେ ସରସ୍ବତୀ ପୂଜା ମହାସମରାହାର ପାଳିତ ।

ବୁଧବାର ଦିନ ସ୍ଥାନୀୟ ରଥଗଡା ଆସେଟ କମ୍ପୁଟର ସେଣ୍ଟର ରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ମା’ ସରସ୍ବତୀଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି I

FB_IMG_1686103726896
Picsart_22-04-11_10-18-21-175

ଏହି ପୂଜାରେ ୧୨ଜଣ ଓ ଲେବେଲ ପିଲାଙ୍କ ସଫଳତା ପାଇଁ ଏକ ଶତନ୍ତ୍ର ପୂଜା କରା ଯାଇଥିଲା I ଏହି ଉତ୍ସବ ରେ ଏକ ନୂଆ ଇ ପ୍ରୋଗ୍ରାମ ଛାତ୍ର ଛାତ୍ରୀ ମାନେ ଆୟୋଜନ କରିଥିଲେ I

IMG-20230205-WA0003
Picsart_22-04-11_10-18-21-175

ବହୁ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିଲେ I ଏହି ଉତ୍ସବରେ ଅନେକ ଛାତ୍ରଛାତ୍ରୀଙ୍କୁ ମା’ ସରସ୍ବତୀଙ୍କ ଆଶୀର୍ବାଦ ସରୂପ ଉପହାର ପ୍ରଦାନ କରାଯାଇଥିଲା I ଏହି ପୂଜାରେ ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ମାଷ୍ଟର ଆଡଭୋକେଟ ଇଂ ସୌମ୍ୟବ୍ରତ ସାହୁ ସାମିଲ ହୋଇ ମା’ ଙ୍କ ମହିମା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇ ଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ I ଆସେଟ ଅନୁଷ୍ଠାନର ମୁଖ୍ୟ ପ୍ରଭାତ ଦେହୁରୀ ସମସ୍ତଙ୍କୁ ଧନୁବାଦ ଅର୍ପଣ କରିଥିଲେ I

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 × 1 =