Monday, 07/October/2024 10:39
Mo Dhenkanal
ଢେଙ୍କାନାଳ ଖବର

ବିଶ୍ୱ ମିତବ୍ୟୟୀତା ଦିବସ ଉପଲକ୍ଷେ ଢେଙ୍କାନାଳରେ ସଚେତନତା ରଥର ସହର ପରିକ୍ରମା ।

ବିଶ୍ୱ ମିତବ୍ୟୟୀତା ଦିବସ ପାଳନ ଅବସରରେ ଏକ ସଚେତନତା ରଥ ସହରର ପରିକ୍ରମା କରିଛି, ପୂର୍ବାହ୍ନରେ ଏହି ସଚେତନତା ରଥକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲା କାର୍ଯ୍ୟଳୟ ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଏହି ଶୁଭାରମ୍ଭ ସମୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ୍, ସ୍ୱଳ୍ପ ସଂଚୟ ଅଧିକାରୀ ସ୍ମୃତି ରଞ୍ଜନ ମହାପାତ୍ର, ସ୍ୱଳ୍ପ ସଂଚୟ ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅଭିଲିପ୍ସା ବିଶ୍ୱାଳ, ବିଭାଗର ସମସ୍ତ କର୍ମଚାରୀ, ପୋଷ୍ଟାଲ ଏଜେଣ୍ଟ ଗଣ ଉପସ୍ଥିତ ରହିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ବହନ କରି ସହର ମଧ୍ୟରେ ଏହି ସଚେତନତା ରଥ ପରିକ୍ରମାରେ, ବିଭାଗର କର୍ମଚାରୀ ଓ ଏଜେଣ୍ଟ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

19 − eight =