Sunday, 06/October/2024 03:13
Mo Dhenkanal
ଢେଙ୍କାନାଳ ଖବର

ଚିକିତ୍ସାଧିନ ଦୁଇ ସାମ୍ବାଦିକଙ୍କର ଆରୋଗ୍ୟ କାମନା କରି ସାମୁହିକ ଦିପଦାନ ।

ଗତକାଲି ସଧ୍ୟା ୬ ଘଟିକା ସମୟରେ ହନୁମାନ ବାଟିକା ଠାରେ ଥିବା ସଙ୍କଟ ମୋଚନ ପ୍ରଭୁ ହନୁମାନ ନିକଟର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରମେୟ ସାମ୍ବାଦିକ ଆଦିତ୍ୟ ପଣ୍ଡା ଏବଂ ପରଜଙ୍ଗ ଧରିତ୍ରୀ ସାମ୍ବାଦିକ ନିଗମାନନ୍ଦ ଦଳବେହେରା ଆରୋଗ୍ୟ କାମନା କରି ସାମୁହିକ ୧୦୮ ଦିପ ଦାନ କରାଯାଇଛି । ଦୁଇଜଣ ଅସୁସ୍ଥତା ଯୋଗୁ କଟକ ଠାରେ ଚିକିତ୍ସିତ ହେଉଛନ୍ତି । ଦୁଇଜଣ ସାମ୍ବାଦିକଙ୍କର ଶିଘ୍ର ଆରୋଗ୍ୟ କାମନା କରି ସାମୁହିକ ଦି ପ୍ରଦାନ କରାଯାଇଲା ।

FB_IMG_1686103726896
Picsart_22-04-11_10-18-21-175

ଏଥିଲେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସିତାଶୁ ମିଶ୍ର ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ , ସପାଦକ ସତ୍ୟ ସ୍ଵରୂପ ଦାସ , ପଦ୍ମିନ ରଥ, ଗଗନ ବିହାରୀ ପଣ୍ଡା, ରତନ ନାୟାର, ରାଜଶ୍ରୀ ଶତପଥି, ଦେବାଶିଷ ମିଶ୍ର, ଅରବିନ୍ଦ ସାହୁ, ବିନୋଦ ମହାନ୍ତି, ଆଶିଷ ରଞ୍ଜନ ଶତପଥ , ବାଇଧର ନାୟକ, ଗଙ୍ଗାଧର ରାଉତ, ବିଶ୍ୱନାଥ ବେହେରା, ପ୍ରିୟବ୍ରତ ଗଡ଼ନାୟକ ,ବୁବୁନା ପଣ୍ଡା ଷ୍ଟାଲୀନ ମହାନ୍ତି ବହୁ ସଂଖ୍ୟାରେ ସାମ୍ବାଦିକ, ସମାଜସେବୀ ହେପିଙ୍ଗ ହ୍ୟାଣ୍ଡ S2 ର ସଦସ୍ୟ ସଦସ୍ୟା ଯୋଗଦାନ କରି ଅସୁସ୍ଥ ଦୁଇ ସାମ୍ବାଦିକ ଙ୍କର ଆରୋଗ୍ୟ କାମନା ପାଇଁ ପ୍ରଭୁହନୁମାନ ନିକଟର ପ୍ରାର୍ଥନା କରିବା ସହ ଦିପଦାନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକ ସଂଘର ସପାଦକ ସତ୍ୟ ସ୍ଵରୁପ ଦାସ ପରିଚାଳ କରିଥିବା ବେଳେ ସାମ୍ବାଦିକ ଅଥୟ କୁମାର ସାହୁ ଠାକୁରଙ୍କ ନିକଟରେ ଦୁଇ ସାମ୍ବାଦିକ ବନ୍ଧୁ ଙ୍କର ଆରୋଗ୍ୟ ସାମନା କରିବା ସହ ଅନୁଷ୍ଠାନିକ ଭାବେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

3 × five =