Monday, 22/April/2024 02:12
Mo Dhenkanal
ଢେଙ୍କାନାଳ ଖବର

ବରିଷ୍ଠ କିରାଣିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ସଚ୍ଚିଦାନନ୍ଦ ଉଛ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ସୁଧାକର ସାହୁ ଅବସର ଗ୍ରହଣ କରିଛନ୍ତି । ସେ ଜଣେ କର୍ତବ୍ୟନିଷ୍ଠ ନିୟମାନୁବର୍ତୀ ତଥା ସଚ୍ଚୋଟ କର୍ମୀ ଭାବରେ ନିଜ ଜୀବନ ର ୨୭ବର୍ଷ ଏହି ଅନୁଷ୍ଠାନକୁ ଦେଇଛନ୍ତି

FB_IMG_1686103726896
Picsart_22-04-11_10-18-21-175

ଏବଂ କଲେଜର ପ୍ରତିଷ୍ଠା ଦିନ ଠାରୁ ଏ ଯାବତ ଅନେକ ସମସ୍ୟାର ସମ୍ମୁଖିନ ହୋଇ ମହାବିଦ୍ୟାଳୟ ପାଇଁ ମହାପ୍ରାଚୀର ହୋଇ ଛିଡା ହୋଇ ରହିଥିଲେ। ସେ ଜଣେ ଉଚକୋଟିର ସମାଜସେବୀ ମଧ୍ୟ ନିଜ ଗ୍ରାମ ଉନ୍ନତି ନିମନ୍ତେ ଅନେକ ଅନୁଷ୍ଠାନ ସହ ଜଡିତ ରହି ଏହାର ଉନତି କଳ୍ପେ କାର୍ଯ୍ୟ କରି ଆସିଛନ୍ତି। ଏହି ପରିପେକ୍ଷିରେ କଲେଜ ପକ୍ଷରୁ ବିଦାୟ ତଥା ଅବସର କାଳୀନ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ପରି ଜଣେ କର୍ମବୀର ଙ୍କୁ ବିଦ୍ୟାଳୟ ସର୍ବଦା ମନେ ପକାଇବା ସହ ଏହି ସ୍ଥାନ ଅପୁରଣୀୟ ବୋଲି ଅଧ୍ୟାପକଅଧ୍ୟାପିକା ମାନେ ମତ ପ୍ରକାଶ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଇନ୍ଦିପୁର ରୁ ଆଶୁତୋଷ ପାଢ଼ୀଙ୍କ ରିପୋର୍ଟ ମୋ ଢେଙ୍କାନାଳ।

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

12 + eighteen =