Monday, 22/April/2024 02:33
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ମହିଳା ମିଲିଟାରୀ ପୋଲିସ ନିଯୁକ୍ତି ପାଇଁ ପଞ୍ଜିକରଣ କରନ୍ତୁ

ଭାରତୀୟ ସେନା ବାହିନୀରେ ମହିଳା ମିଲିଟାରୀ ପୋଲିସ ନିଯୁକ୍ତି ପାଇଁ ରାଲି ଅନୁଷ୍ଠିତ ହେବ । ଏହି ନିଯୁକ୍ତି ରାଲିରେ ଯୋଗ ଦେବା ନିମନ୍ତେ ଆଶାୟୀ ମହିଳା ପ୍ରାର୍ଥୀମାନେ ଜୁନ ମାସ ୬ ତାରିଖ ଠାରୁ ଜୁଲାଇ ମାସ ୨୦ ତାରିଖ ମଧ୍ୟରେ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିବାକୁ ହେବ । ଆଶାୟୀ ମହିଳା ପ୍ରାର୍ଥୀମାନେ ଅଧିକ ତଥ୍ୟ www.joinindarmy.nic.in ରୁ ଜାଣିବା ସହିତ ରେଜିଷ୍ଟ୍ରେସନ କରିବାକୁ ଆର୍ମି ରିକୃଟିଙ୍ଗ ଅଫିସ, ସମ୍ବଲପୁରର ବିଭାଗୀୟ ନିର୍ଦ୍ଦେଶକ ରିକୃଟିଙ୍ଗ ଜଣାଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

eight − 4 =