Thursday, 25/April/2024 09:21
Mo Dhenkanal
ଢେଙ୍କାନାଳ ଖବର

ରଶ୍ମିରଞ୍ଜନ ମେମୋରିୟାଲ ଟ୍ରଫିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ସରବେରଣୀ ବୀଣାପାଣି କ୍ଲବ ଆନୁକୂଲ୍ୟରେ ଆୟୋଜିତ ରଶ୍ମିରଞ୍ଜନ ମେମୋରିୟାଲ ଟ୍ରଫିର ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଦିବସରେ ସିଙ୍ଗିଡା କ୍ରିକେଟ ଟିମ ଓ କନ୍ତିଓପୁଟ ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ କନ୍ତିଓପୁଟସାହି ୧୪.୧ ଓଭରରେ ୧୦୮ ରନ କରିଥିଲା ପରେ ସିଙ୍ଗିଡା ୧୦.୪ ଓଭର ରେ ୧୦୯ ରନ ସଂଗ୍ରହ କରି ୬ ଉଇକେଟ ରେ ବିଜୟଲାଭ କରିଥିଲା ।

FB_IMG_1686103726896
Picsart_22-04-11_10-18-21-175


ଉଦଜାପନୀ ଦିବସରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ସାଆନ୍ଦା ସରପଞ୍ଚ ଶ୍ରୀଯୁକ୍ତ ଗୌତମ ପାଣୀ,ସମ୍ମାନୀତ ଅତିଥି ସାଆନ୍ଦା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିର କୁମାର ଦେହୁରୀ,ଅନ୍ୟତମ ଅତିଥି ଗାଁ ସଭାପତି ମନରଞ୍ଜନ ପାଣୀ,ବିଜୁ ଯୁବ ଜନତା ଦଳ ଉପସଭାପତି ସୁନୀଲ କୁମାର ପାଣୀ ,ନିରୋଦ ପଣ୍ଡା,ମାନସ ପାଣି,ବିଭୁ ପ୍ରସାଦ ପଣ୍ଡା,ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ହେମନ୍ତ କୁମାର ମୋହାଭୋଇ ଓ ଜୟନ୍ତ କୁମାର ମୋହାଭୋଇ ପରିଚାଳନା କରୁଥିଲେ ଓ ରଙ୍ଗାଧର ପାଣୀ ,ସୋମ୍ୟରଂଜନ ପଣ୍ଡା ଧାରାବିବରଣୀ ଦେଉଥିଲେ, ସ୍କୋରର ସଚିନ ପାଣୀ, ସତ୍ୟଜିତ ବେହେରା,ସିଦ୍ଧାନ୍ତ ସାହେବ ପଣ୍ଡା,ଆକାଶ ବେହେରା ଏବଂ ବୀଣାପାଣି କ୍ରିକେଟ କ୍ଳବର ରାଜେଶ ପାଣୀ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

14 + 16 =