Thursday, 25/April/2024 10:22
Mo Dhenkanal
ଢେଙ୍କାନାଳ ଖବର

ଢ଼େଙ୍କାନାଳର ଗର୍ବ ଓ ଗୌରବ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର : ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ

ହାଇକୋର୍ଟର ୩ ନୂଆ ବିଚାରପତି ଶପଥ ନେଇଛନ୍ତି, ନୂତନ ବିଚାରପତି ଭାବେ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର , ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ ଓ ଜଷ୍ଟିସ୍‌ ରାଧାକ୍ରିଷ୍ଣ ପଟ୍ଟନାୟକ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ.ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ସୂଚନା ଥାଉକି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ଢେଙ୍କାନାଳ ସହର ସ୍ଥିତ ଅମଲାପଡା ନିବାସୀ ପୂର୍ବତନ ଅତିରିକ୍ତ ମୁଖ୍ୟଶାସନ ସଚିବ ସ୍ବର୍ଗତ ବିମଳ କିଶୋର ମିଶ୍ରଙ୍କ ପୁଅ । ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ହାଇକୋର୍ଟର ନୂତନ ବିଚାରପତି ଶପଥ ନେଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ।

IMG-20230205-WA0003
Picsart_22-04-11_10-18-21-175

ଲୋପାମୁଦ୍ରା ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

seventeen − 9 =