Thursday, 25/April/2024 05:17
Mo Dhenkanal
ଢେଙ୍କାନାଳ ଖବର

କାମାକ୍ଷାନଗର ପାଇଁ ଗୌରବ ଆଣିଛନ୍ତି ହର୍ଷିତା

କାମାକ୍ଷାନଗର ପାଇଁ ଗୌରବ ଆଣିଛନ୍ତି ହର୍ଷିତା ।

FB_IMG_1686103726896
Picsart_22-04-11_10-18-21-175

ଚଳିତ ବର୍ଷ ନିଟ୍ ପରୀକ୍ଷା ରେ ଉତ୍ତିର୍ଣ୍ଣ ହୋଇଛନ୍ତି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ରେକୁଳା ଗ୍ରାମର ହିମାଂଶୁ କୁମାର ସାହୁ ଙ୍କ ଝିଅ ହର୍ଷିତା ସାହୁ | ଦିଲ୍ଲୀ ରେ ରହି ପାଠ ପଢୁଥିବା ହର୍ଷିତା କଠିନ ପରିଶ୍ରମ ଦ୍ବାରା ଏ ସଫଳତା ପାଇଛନ୍ତି ବୋଲି କହିଥିଲେ | ଏହାର ଶ୍ରେୟ ନିଜର ପିତା ମାତା ଏବଂ ଗୁରୁଜନଙ୍କୁ ଦେଇଛନ୍ତି |

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ଦେବୀଦତ୍ତ ମହାପାତ୍ର, କାମାକ୍ଷାନଗର, ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

one × 3 =